STORYMIRROR

parineeta 💝pk💝

Romance Fantasy

3.8  

parineeta 💝pk💝

Romance Fantasy

ମନର୍ କଥା

ମନର୍ କଥା

2 mins
9

--- କେନ୍ତା ଅଛୁ?

---  (ଉତ୍ତର୍)ଭଲ୍ ଅଛେଁ । ତୁଇଁ ଯେ?

----- (କିଛି ଆୱାଜ୍ ନାଇଁ)

ସ୍ୱରୂପ ଭଲ୍ ସେ ଯାନିଛେ ଇ ଚୁପ୍ ର ମାନେ କାଣା।ଯେତେବେଲେଁ କେହି ବିଧି ର ସାଙ୍ଗେ କଥା ବି ନାଇଁ ହୁଅନ୍ ସେ ହିଁ ତ ତାହାକେ ସବୁନୁ ଅଲ୍ ଗା ବନେଇ ଥିଲା।ବିଧି କଳା ଟେ ଆଉ ଭୁସ୍ କି, କ।ହାର୍ ସାଙ୍ଗେ କଥା ନାଇଁ ହେଇ ଜାନେ। ତାହାକେ କେହି ସାଙ୍ଗେ ନାଇ ବି ଖେଲାନ୍ ।ଆଉ ସମାଜ୍  ତାର୍ ନିୟମ କଳା ରଙ୍ଗ ଲାଗି ସବୁବେଳେ ଅଲ୍ ଗା ହିଁ ବନେଇଛେ । କଳା ଅଛେ ଯେ କାଁ ହେଲା ବହୁତ୍ ଭଲ୍ ଆଏ କହେସି, ଇ ସମାଜ୍ ପହେଲା ରଙ୍ଗ କେ ଦେଖ୍ ସି। ସ୍ୱରୂପ ଯେ ଛୁଆ ଦିନୁ ଗୁରା ଧକ୍ ଧକ୍ ଆର୍ ସୁନ୍ଦର ,ରସ୍ ଗୁଳା ବାଗିର୍।


ବନେଁ ବଛର୍ ହେଲା ସେ ଦୁହେ କଥା ନାଇଁ ହେଉଥାଇଁ।ଦିନ୍ ଥିଲା ଜଣେ ଝୁଟେଇ ହେଲେଁ ପହେଲା ଆର୍ ଜଣେ କେ କହେବା ତେହେରୁଁ ରକତ୍ ପୁଛ୍ ବା।ହେଲେଁ ସେତେବେଲ୍ କେ ସେମାନେ ତାକର ଫୁଟ୍ ଲା ବୟେସେଁ ଥିଲେ ।ଜଣେ ହେଲୋ! ବଏଲେ ଆରେ ଜଣ ଜାନୁଥିଲା ସେତାକେ କେତେ ଜର୍ ହେଉଛେ।ଆଜି ଦୁହେ ବଡ୍ ହେଲେ ପଢ଼ାପୁଢ଼ି ସାଙ୍ଗେ ଇ ଦୁନିଆଁ ର୍ ବଡ୍ ଖା ପନ୍ ଛିଇଲା।ସେ ଭିତରେ ବହୁତ୍ କିଛି ହେଇ ସାରିଥିଲା ବିଧି ର ମନ୍ ଭିତ୍ ରେ ।ପହେଲା ମୁନୁଷ୍ ଯିଏ କି ତାହା କେ ସେନ୍ତା ପସନ୍ଦ କରିଛେ ଯେନ୍ ତା ସେ ଅଛେ କେବେ କଳା ଅଛୁ କି ଅସୁନ୍ଦର୍ ବଲିଁ ଦିନେ ଭି ନାଇଁ କହିଁ। ହେଲେ ସ୍ୱରୂପ କେବେ ତାହା କେ ସେ ନଜର ରେ ନାଇଁ ଦେଖି । ସ୍ୱରୂପ ଇ ସବୁ ଜାନି କରି ବୁଝାଲା,ହେଲେଁ ବିଧି ଭାବ୍ ଲା ଇ ବି ଦୁନିଆଁ ର୍ ଲୋକ ସାଙ୍ଗେ ସମାନ୍ ଆଏ।ସେନୁ ଦୁହେ ଅଲ୍ ଗା ହେଇଗଲେ ନିଜର ଜିବନ୍ ରେ ଆଗ୍ କେ ବଢ଼ଲେ ।

 ଆଜି ବିଧି ର ଯିବନ୍ ରେ ଏନ୍ତା ଜଣେ ଆସିଛେ ଯାହା କେ ପାଇ କରି ବିଧି ଦୁନିଆଁ ଭୁଲି ଯାଇଛେ, ସେତାର୍ ଭିତରେ ସେ ତାର୍ ହଜି ଯାଇଥିବା ସ୍ୱରୂପ ଆର୍ ଭଲ ମୁନୁଷ  ଟେ ପାଇଛେ ହେଲେ ଯେନ୍ ବିଧି ନିଜର ସୁଖ ,ଦୁଖ କାହାକେ ନାଇ କହି, ଦୁନିଆଁ ର ନଜର ରେ ଯେନ ବିଧି ବର୍କସ୍ ଦିଶିଛେ ଆଜି  ତାର୍ ଛାତି ଫାଟି ଯିବା  ବାଗୀର୍ ଲାଗୁଛେ ସେ ଆର୍ କାହା କେ ନାଇଁ ଭର୍ ସି ପାରି ସ୍ୱରୂପ କେ ଫୋନ୍ କରିଛେ,ରାତି  ର୍ ୧ ବଜେ ହେଲେ ତାର ମୁହୁଁ ନୁ କିଛି ନାଇଁ ବାହାର୍ ବାର୍ । ଇ ଆଡେ ସ୍ୱରୂପ ସବୁ ବୁଝି ସାର୍ ଲା ନ ।ସେମାନେ ଫେର୍ ଘାଏ ଫିରି ଯାଇଛନ୍  ଛୁଆ ଦିନ୍ କେ । ଆର୍ ବିଧି ର ମନ୍ ବି ଇହାଦେ ଭଲ୍ ଲାଗ୍ ଲା ନ ।


ଏନ୍ ତା ସଂପର୍କ ଯାହାର ନାଁ ଦୁନିଆଁ କେବେ ଦେଇ ନାଇଁ  ପାରେ ସେ ହିଁ ସବୁବେଳେ ସାଙ୍ଗେ ଠିଆ ହେସି। ମୁଁହୁଁନୁ ନାଇ ବାହାର୍ ଲା କଥା ବୁଝି ପାର୍ ସି ,ଆର୍ ଜେନ୍ କଥା କେହି ବୁଝେଇ ନାଇଁ ପାର ନ୍ ସେ ଛନେ ଥି ବୁଝେଇ ଦେସି ।


Rate this content
Log in

Similar oriya story from Romance