The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

KAMALKUMAR DASH

Comedy Drama

2  

KAMALKUMAR DASH

Comedy Drama

କମ୍ପୁଟର ପୂଜା

କମ୍ପୁଟର ପୂଜା

1 min
5



ଜଣେ ଅଫିସରଙ୍କ କମ୍ପୁଟର ଓ ପ୍ରିଣ୍ଟର ବାରଂମ୍ବାର ଖାରପହେଉଥିଲା । ଖରାପହେଲା ମାତ୍ରେ ସେ କମ୍ପୁଟର ମେଣ୍ଟେନାସ କଥା ବୁଝିଥିବା ଲୋକଂକୁ ଡାକୁଥିଲେ ଓ ମନଇଚ୍ଛା ଗାଳି ଦେଉଥିଲେ । ସେ ଲୋକ ଜଣଙ୍କ ବହୁତଶାନ୍ତଥିଲେ । ସେ କମ୍ପୁଟର ପାଖକୁଯାଇ

ଦିନେ ଯେତେ ଯାହା କଲେ ବି ସାରଙ୍କର ପ୍ରିଣ୍ଟର ଠିକ ହେଲାନି । ସେ ବହୁତ ରାଗି ଗଲେ ଓ ତାଙ୍କ ପିଅନ ହାତରେ ଜଣେ ବ୍ରାହ୍ମଣ କୁ ଡାକି କମ୍ପୁଟର ପ୍ରିଣ୍ଟର ଇତ୍ୟାଦିର ଧୂପ ଦୀପ ଦେଇ ପୂଜା କଲେ ଓ ତା ଉପରେ ଗଙ୍ଗା ଜଳ ,ଚନ୍ଦନ ଓ ସିନ୍ଦୁର ଲଗାଇଲେ ଓ ସମସ୍ତଙ୍କ ଉପରେ ପବିତ୍ର ଜଳ ଛିଂଚିଲେ । କିଛି ସମୟ ପରେ ପ୍ରିଣ୍ଟର ମେକାନିକ ଆସିଲା ଓ ଘଣ୍ଟେ ପରେ ପ୍ରିଣ୍ଟର ଠିକ କରିଦେଲା ।

ସାର ବହୁତ ଖୁସି ହୋଇ ଗଲେ ଓ ସମସ୍ତଙ୍କୁ କହିଲେ ଦେଖିଲ ପୂଜା କଲା ରୁ ହିଁ ପ୍ରିଣ୍ଟର ଠିକ ହେଲା । ପଛରୁ କିଏ ଜଣେ ଧୀରେ କହୁଥିଲା ସାର ଏ ଘରେ ଗୋଟେ ହୁମ କରିବାର ଅଛି । ସାର ଟିକେ ହସି କି ହଉ ହଉ କହୁଥିଲେ ।


Rate this content
Log in

More oriya story from KAMALKUMAR DASH

Similar oriya story from Comedy