kamal kumar dash

Comedy Drama Children

3  

kamal kumar dash

Comedy Drama Children

କଦଳୀ ଚୋର

କଦଳୀ ଚୋର

2 mins
275


ଗାଁ ଭାଗବତ ଘରେ କିଛ ପିଲା ବସି କଥା ହେଉଥିଲେ ଦିନେ ସନ୍ଧ୍ୟାରେ | ରାମୁ କହିଲା ଆରେ ଜାଣିଛ ଭୋବନି ଦlଦୀ ବାଡ଼ିରେଗୋଟେ ବଡ଼ କଦଳୀ କାନ୍ଧି ପଡିଛି | ପାଚିଲା କଦଳୀ କାନ୍ଧି ଟl ଆଣି ରଖିଦେଲେ ୪/୫ ଦିନ ରେ ପାଚିଯିବ ଓ ପୂର୍ଣମୀ ପୂଜା ପାଇଁ ଠିକ ହେବ | ରାମୁ କଥାରେ ନିର ଓ ଦିନା ହଁ ମାରିଲେ | ବର୍ଷାଦିନ ରାତି ଆଠ ଟା ପରେ ଆଗ ପଛ ହୋଇ ସେମାନେ ଭୋବନି ଦlଦୀ ବାଡ଼ି ପଟେ ପହଁଚିଲେ ଓ କଦଳୀ କାନ୍ଧି କାଟି ତାକୁ ଗୋଟେ ବସ୍ତାରେ ପୁରାଇ ନେଇ ଭାଗବତ ଘର କଣ ରେ ରଖି ଦେଲେ | ଠିକ ଏତିକି ବେଳେ ସନିଆ ଅଜା ଆସି ଭାଗବତ ଘର ପାଖରେ ପହଁଚି ଗଲେ ଓ କହିଲେ ପିଲେ କଣ କରୁଛ ? ପିଲେ ଭାବିଲେ ବୁଢା ବୋଧେ ସବୁ ଜାଣି ଗଲା | ସେମାନେ କହିଲେ ନାଇଁ ଅଜା ଏଇ ତାସ ଖେଳିବାକୁ ଭାବୁଥିଲୁ ହେଲେ ଲୋକ ମିଳୁ ନଥିଲେ , ତମେତ ଆସିଲାଣି ଏବେ ଚାଲ ଖେଳିବା | ସନିଆ ଅଜା କହିଲା ନାଇଁ ରେ ବାବୁ ମୁଁ ଟିକେ ଚିଲମ ଟାଣିବାକୁ ବାହାରିଛି ତ ତା ପରେ ବାକି ସବୁ | ରାମୁ ତା ସାଥିରେ ଚାଲିଲା ଓ କହିଲା ହଉ ଅଜା ଚାଲ ଚାଲ | ରାମୁର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଜା କଦଳୀ କଥା ଜାଣିଚି କି ନହିଁ ପତା କରିବାକୁ | ଅଜା ସାଥିରେ ରାମୁ ଛକ ଯାଏଁ ଗଲl ଲୋ ତାକୁ ସେଠି ଛlଡି ଫେରି ଆସିଲା | 

              ତା ପର ଦିନ ଭୋବନି ଖୁଡି କଦଳୀ ଚୋରଙ୍କୁ ମନ ଖୋଲି ଗାଳି ଦେଲା | ଦିନl ଓ ନିର ସେଠି ପହଂଚି ଖୁଡ଼ିକୁ ବୁଝାଇଲେ ଓ କହିଲେ ସେ ଆର ସାହିର କିଏ କଦଳୀ କାନ୍ଧି ନେଇ ଯାଇଥିବ | ପୂର୍ଣ୍ଣମୀଦିନ ପାଚିଲା କଦଳୀ ଭୋଗ ହେଲା ଓ ଗାଁ ରେ ବଣ୍ଟା ହେଲା କିଛି ଭୋଗ ଭୋବନି ଦାଦି ଘରେ ବି ଦିଆ ହେଲl | ଖୁଡି ଠିକ ଜାଣି ପାରିଲା ଓ ଚୋରଙ୍କୁ ଫୁଣି ଥରେ ମନ ଭାରି ଗଲି ଦେଲା ଭୋବନି ଦlଦୀ ତାଙ୍କୁ ବୁଝିଲା ଓଃ କଣ ହେଲା କଦଳୀ ଟା ଠାକୁରଙ୍କ କାମରେ  ଲାଗିଲା ତୁ ଆଉ ବ୍ୟସ୍ତ ହୁଅନା |


ଗାଁ ଭାଗବତ ଘରେ କିଛ ପିଲା ବସି କଥା ହେଉଥିଲେ ଦିନେ ସନ୍ଧ୍ୟାରେ | ରାମୁ କହିଲା ଆରେ ଜାଣିଛ ଭୋବନି ଦlଦୀ ବାଡ଼ିରେଗୋଟେ ବଡ଼ କଦଳୀ କାନ୍ଧି ପଡିଛି | ପାଚିଲା କଦଳୀ କାନ୍ଧି ଟl ଆଣି ରଖିଦେଲେ ୪/୫ ଦିନ ରେ ପାଚିଯିବ ଓ ପୂର୍ଣ୍ଣମୀ ପୂଜା ପାଇଁ ଠିକ ହେବ | ରାମୁ କଥାରେ ନିର ଓ ଦିନା ହଁ ମାରିଲେ | ବର୍ଷାଦିନ ରାତି ଆଠ ଟା ପରେ ଆଗ ପଛ ହୋଇ ସେମାନେ ଭୋବନି ଦlଦୀ ବାଡ଼ି ପଟେ ପହଁଚିଲେ ଓ କଦଳୀ କାନ୍ଧି କାଟି ତାକୁ ଗୋଟେ ବସ୍ତାରେ ପୁରାଇ ନେଇ ଭାଗବତ ଘର କଣ ରେ ରଖି ଦେଲେ | ଠିକ ଏତିକି ବେଳେ ସନିଆ ଅଜା ଆସି ଭାଗବତ ଘର ପାଖରେ ପହଁଚି ଗଲେ ଓ କହିଲେ ପିଲେ କଣ କରୁଚ ? ପିଲେ ଭାବିଲେ ବୁଢା ବୋଧେ ସବୁ ଜାଣି ଗଲା | ସେମାନେ କହିଲେ ନାଇଁ ଅଜା ଏଇ ତାସ ଖେଳିବାକୁ ଭାବୁଥିଲୁ ହେଲେ ଲୋକ ମିଳୁ ନଥିଲେ , ତମେତ ଆସିଲାଣି ଏବେ ଚାଲ ଖେଳିବା | ସନିଆ ଅଜା କହିଲା ନାଇଁ ରେ ବାବୁ ମୁଁ ଟିକେ ଚିଲମ ଟାଣିବାକୁ ବାହାରିଛି ତ ତା ପରେ ବାକି ସବୁ | ରାମୁ ତା ସାଥିରେ ଚାଲିଲା ଓ କହିଲା ହଉ ଅଜା ଚାଲ ଚାଲ | ରାମୁର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଜା କଦଳୀ କଥା ଜାଣିଛି କି ନହିଁ ପତା କରିବାକୁ | ଅଜା ସାଥିରେ ରାମୁ ଛକ ଯାଏଁ ଗଲl ଲୋ ତାକୁ ସେଠି ଛlଡି ଫେରି ଆସିଲା | 

              ତା ପର ଦିନ ଭୋବନି ଖୁଡି କଦଳୀ ଚୋରଙ୍କୁ ମନ ଖୋଲି ଗାଳି ଦେଲା | ଦିନl ଓ ନିର ସେଠି ପହଂଚି ଖୁଡ଼ିକୁ ବୁଝାଇଲେ ଓ କହିଲେ ସେ ଆର ସାହିର କିଏ କଦଳୀ କାନ୍ଧି ନେଇ ଯାଇଥିବ | ପୂର୍ଣ୍ଣମୀଦିନ ପାଚିଲା କଦଳୀ ଭୋଗ ହେଲା ଓ ଗାଁ ରେ ବଣ୍ଟା ହେଲା କିଛି ଭୋଗ ଭୋବନି ଦାଦି ଘରେ ବି ଦିଆ ହେଲl | ଖୁଡି ଠିକ ଜାଣି ପାରିଲା ଓ ଚୋରଙ୍କୁ ଫୁଣି ଥରେ ମନ ଭାରି ଗଲି ଦେଲା ଭୋବନି ଦlଦୀ ତାଙ୍କୁ ବୁଝିଲା ଓଃ କଣ ହେଲା କଦଳୀ ଟା ଠାକୁରଙ୍କ କାମରେ  ଲାଗିଲା ତୁ ଆଉ ବ୍ୟସ୍ତ ହୁଅନା |


Rate this content
Log in

Similar oriya story from Comedy