STORYMIRROR

Sunanda Mohanty

Action Classics Others

2  

Sunanda Mohanty

Action Classics Others

ଦୃଢ଼ ବିଶ୍ୱାସ

ଦୃଢ଼ ବିଶ୍ୱାସ

1 min
128

"ବିଶ୍ୱାସେ ମିଳନ୍ତି ହରି ", ଏହି ଉକ୍ତି ଟି ସବୁବେଳେ ମୋ ଆଇ କୁହନ୍ତି, ପରବର୍ତ୍ତୀ କାଳ ରେ ବାପା ବୋଉ କହିବା ଶୁଣିଛି, ତ ଆଜି ସେହି ଦୃଢ଼ ବିଶ୍ୱାସ ରେ କୁନି ନାତୁଣୀ ଟିକୁ ଝାଡ଼ି ଦେଉଥିଲି, କରୋନା ରେ ତାକୁ ଦେଖିହେଇନଥିଲା, ହେଲେ ସିଏ ଆସିଛି ବାପା ମାଆ ଙ୍କ ସହ, ଏଡ଼େ ଟିକେ ଛୋଟ ଛୁଆ ଶୋଉନି କାନ୍ଦୁଛି, ଏତେ ରାତିରେ ଉପାୟ ଶୁନ୍ୟ ହୋଇ ଲୁଣ ଆଉ ଶୁଖିଲା ଲଙ୍କା ହାତରେ ନେଇ ପିଲାଟିକୁ ହେ ମାଆ ଦୁର୍ଗା ଓ ସ୍ଥାନୀୟ ଅଂଚଳର ଡାକିଲେ ଓ କରିବା ପ୍ରତ୍ୟକ୍ଷ ଠାକୁରାଣୀ, ମାଆ ମାଓନେଇ ଙ୍କ ନାମ ନେଇ ଝାଡ଼ି ଦେଲି ତ ଆସ୍ତେ ଆସ୍ତେ ମାଆ ଠୁ କ୍ଷୀର ଖାଇ ହସି ଲାଣି, ରାତି ପ୍ରାୟ ବାରଟା ଉପରେ ତଥାପି ଦୃଢ଼ ବିଶ୍ୱାସ ରେ ଘିଅ ଦୀପ ଟିଏ ବସେଇ ଖାଇବାକୁ ଗଲୁ ସମସ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action