STORYMIRROR

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ଚାକିରି

ଚାକିରି

1 min
393


       ବେଳେବେଳେ ଇଚ୍ଛା ହୁଏ ଚାକିରି ଛାଡି ଦେବାକୁ l ପେଶି ହୋଇଯାଏ ଘର କାମ ଓ ଅଫିସ୍ କାମ ଭିତରେ l ମୁଁ ଯେ ଚାକିରି କଲେ ହିଁ ଘର ଚଳିବ, ସେମିତି କିଛି ନୁହେଁ l କିନ୍ତୁ ରାଜି ହୁଅନ୍ତିନି ମୋର ପତି ଦେବ l

       : ଚାକିରି କରିଛୁ ବୋଲି ବାହାରକୁ ଟିକିଏ ବାହାରି ପାରୁଛୁ l ଟିକେ ସଜବାଜ ହୋଇ ପାରୁଛୁ l ଭଲ ଶାଢି ଖଣ୍ଡେ ପିନ୍ଧି ପାରୁଛୁ l ମନଟା ଟିକିଏ ସତେଜ ହେଉଛି l

       ନ ହେଲେ ଭାଉଜମାନଙ୍କ ଭଳି ଘର ଭିତରେ..... ଆଉ କିଛି କହି ପାରିଲେ ନାହିଁ ସେ.....

       ସେହି ଦିନ ଠାରୁ ମୁଁ ଆଉ କେବେ ଚାକିରି ଛାଡିବା ନାଆଁ ଧରିନି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational