ବର୍ଷା ରାଣୀ
ବର୍ଷା ରାଣୀ
ତମ ହାତ କିଏ ଧରିଲା ବୋଲି ତମେ ମୋ ହାତ ଛାଡ଼ି ଦେଲ ତମକୁ କିଏ ଡାକିଲା ବୋଲି ତୁମେ ମୋତେ ଛାଡ଼ି ଅନ୍ୟର ହାତ ଧରି ଚାଲିଗଲ ।
ତୁମୋକୁ ଦୁନିଆ ସୁନ୍ଦର ଲାଗିଲା ବୋଲି ତୁମେ ମୋତେ ଛାଡ଼ି ନିଜ ବଅଟରେ ଚାଲି ଗଲ ।
ତୁମେ ମୋତେ ବିଶ୍ୱାସଘାତକତା କରିଛ । ଆପଣ ମଧ୍ୟ 100% ବିଶ୍ୱାସଘାତକତା ପାଇବେ | ଏବଂ ଜଗତର ପରମ୍ପରା ଜାରି ରହିଛି ।
ମୋକଥା କଣ ଯେମିତି ଥିଲି ସେମିତି ଅଛି ।
ଆଜି ତୁମେ ମୋତେ ପରାସ୍ତ କରି ଜିତିଛ କାଲି ତମକୁ କିଏ ପରାସ୍ତ କରିବେ। କିନ୍ତୁ ମୁଁ ପ୍ରତିଜ୍ଞା କରୁଛି ଯେ ତୁମେ ବୃଦ୍ଧ ନହେବା ପର୍ଯ୍ୟନ୍ତ ତୁମେ ଗୀତ ଗାଇବ ମୋର।
