STORYMIRROR

Bichitra Biswal

Inspirational

2  

Bichitra Biswal

Inspirational

ବାପାମାନେ ସାବଧାନ

ବାପାମାନେ ସାବଧାନ

1 min
13.8K


 ମୋ ଛଅ ବର୍ଷର ପୁଅ ଆୟାନ ସବୁବେଳେ କୁହେ ମୋ ବାବା ମୋ ପାଇଁ ହିରୋ। "ବାବା ମୋତେ ଚକୋଲେଟ କିଣି ଦେଉଛନ୍ତି, କେତେ ସୁନ୍ଦର ଟୟ ବି ଆଣୁଛନ୍ତି। ମୋତେ ଗାଡ଼ିରେ ବସେଇ ସାଇଁ ସାଇଁ ଗାଡି ଚଳାଉଛନ୍ତି। ମୋତେ ସବୁଆଡେ ବୁଲେଇ ନେଉଛନ୍ତି।"

କିନ୍ତୁ ହାୟ, ସେ କଣ ଜାଣିଛି ତାର ଏଇ ହିରୋ ବାବା, ସ୍କୁଲର homework କରେଇବା ନାଁ'ରେ, ଶିଷ୍ଟାଚାର ଶିଖେଇବା ଧାରାରେ, ସମାଜର ଢାଞ୍ଚାରେ ପକେଇବା ଆଳରେ ଓ ସର୍ବୋପରି ନିଜେ ମନେମନେ ପାଳିଥିବା ଏକ ସ୍ୱପ୍ନର ପୂରଣ ଆଶାରେ ପ୍ରତି ମୁହୂର୍ତ୍ତରେ କେମିତି ତାର ସୁନ୍ଦର ଶୈଶବକୁ ଲୁଣ୍ଠନ କରିଚାଲିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational