STORYMIRROR

ଅମିତ୍ କୁମାର ସେଠୀ

Horror Crime Others

3  

ଅମିତ୍ କୁମାର ସେଠୀ

Horror Crime Others

ଅତୀତର ରହସ୍ୟ

ଅତୀତର ରହସ୍ୟ

3 mins
163

   ପଚାଶ ବର୍ଷର ରହସ୍ୟ ଲୋଚି ରହିଛି । ଆଜକୁ ପାୟ ୫୦ ତଳେ ଜଣେ ପ୍ରେମିକା କୁ ଗାଡ଼ି ଦୁର୍ଘଟଣାରେ ମାରିଦେଇଥିଲେ। କିଛି ଖରାପ ଯୁବକ ମାନେ ଅନୀତା କୁ ଦୁଷ୍କର୍ମ କରି ଥିଲେ।

   ସେଇ ଦିନରାତି ରେ । ଅନୀତା ପଛରେ ଜଣେ ଖରାପ ଯୁବକଟି ତା ପଛରେ ପଡ଼ିଥିଲା ।

   ଖରାପ ଯୁବକଟି ର ସାଙ୍ଗ ସାଥି ମିଳନ ରେ କହିଲା ସବୁ କଥା। ତାପରେ ଖରାପ ଯୁବକଟି ର ସାଙ୍ଗ ଭାବିଲେ ଆଜି ଆମେ ଅନୀତା କୁ ଜୀବନରୁ ମାରିଦେବା। 

   ଆଜି ଆମେ ରାତି ଦଶଟା ରେ । ଅନୀତା ଆସୁଥିବା ବେଳେ ଆମେ କାର ଦୁର୍ଘଟଣା କରି ମାରିଦେବା। ସାଙ୍ଗ ତୁ ତୋ ମୁଣ୍ଡ ତ ଭଲ ଆଇଡ଼ିଆ ଅଛି। 

      ଆଜି ରାତି ଆମେ ମଦ ପିଇବା ଶୁଣି ସାଙ୍ଗ ମଦ ପେଟି ଆଣିଲେ। ଆମେ ସମସ୍ତେ ମିଶି ସୁରା ପାନ କରିବା।


ରାତି ଦଶଟା ରେ .....


   ଖରାପ ଯୁବକ ଓ ସାଙ୍ଗ ସାଥି ମାନେ ମଦ ପିଇ ନିଶାଗ୍ରସ୍ତ ଥିଲେ। ସେମାନେ ତୁରନ୍ତ ବସି ଯୋଜନା କରଥିଲେ। ଆଜି ଆମେ ସେଇ କଲେଜ ଝିଅ କୁ ମାରିଦେବା। ଦଶଟା ବାଜିବା ମାତ୍ରେ ଅନୀତା କୁ କାର ଦୁର୍ଘଟଣା ମାରିଦେଲେ। 

    କିଛି ସମୟ ପରେ ଖରାପ ଯୁବକ ର ସାଙ୍ଗ ମାନେ ଏହି ରାସ୍ତା ଛାଡି ଚାଲିଗଲେ। କିଛି ସମୟ ପରେ ରିସଫ ( ପ୍ରେମିକ ) ଆସି ଦେଖିଲା ଏଇ ଝିଅ ଟା କିଏ ? ତା ପଖକୁ ଗଲା ଜାଣିପାରିଲା ସେ ଅନୀତା। ଅନୀତା କୁ ଡାକିଲା । 

   ଅନୀତା ଉଠିଲା ରିସଫ କୁ କହିଲା ସେ ମାନେ ମୋ ମୋତେ ଜୀବନରୁ ମାରିଦେଲେ। ସେତିକି ନୁହେଁ ତା ସହ ମୋତେ ଖରାପ ବ୍ୟବହାର କଲେ। ତାପରେ ଅନୀତା ସବୁ କଥା କହିଦେଲା। ରିସଫ କହିଲି ମୁଁ ସେମାନଙ୍କୁ ଯମା ଛାଡି ବି ନାହିଁ। 

     କିଛି ସମୟ ପରେ ଅନୀତା ମୃତ୍ୟୁ ବରଣ କଲା । ରିସଫ ତା ପରେ ମାଟି ଖୋଳି । ଅନୀତା କୁ ମାଟି ପକାଇ ପୋତି ଦେଲା। ଏ କଥା ରହସ୍ୟ ହୋଇ ରହିବ।  

     ତାପରେ ରିସଫ ଗଲା ତା ଘରୁ । କିଛି ସମୟ ପରେ ରାତି ୧୧. ୩୦ ହେଲା । ଅନୀତା ଭୂତ ହୋଇ ବୁଲିଲା । 

ଅନୀତା - ଏ ଖରାପ ଯୁବକ ତୋତେ ଓ ତୋ ସାଙ୍ଗମାନଙ୍କୁ ଛଟପଟ କରି ତୁମ ସମସ୍ତ କୁ ମାରିଦେବି । ତୁମେ ମୋ ଜୀବନ ନେଇ ଯାଇଛ । 

ରିସଫ ~ ରାଜୁ ଆଉ କ'ଣ କହିବି ? ରାଘବନ ସଂ ଅତୀତା କୁ ଜୀବନ ରୁ ମାରିଦେଲା। 

ରାଜୁ ~ ରିସଫ କ'ଣ ଏ କହୁଛୁ । ସେ ଅନିତାକୁ ଜୀବନରୁ ମାରିଦଲା । ହେଲେ କ'ଣ ପାଇଁ ଅନୀତା କୁ ମାରିଦେଲା। ରିସଫ ତୁ ମୋତେ ପୁରା ଘଟଣା କହିବୁ ।

ରିସଫ ~ ରିସଫ ରାଜୁକୁ ସବୁ କଥା କହିଲା । ଅନୀତା କୁ ରାଘବନ ସଂ ଦୁଷ୍କର୍ମ କରି ଥିଲା । ତା ସେତିକି ନୁହେଁ। ଜୀବନରୁ ମାରିଦେଲା। ରାଜୁ ମୁଁ ସେତିକି ଯାହା ଜାଣିଥିଲି । ମୁଁ ତୋତେ କହିଦେଲି ‌। ରାଘବନ ସଂ କାହିଁକି ଜୀବନ ରୁ ମାରିଦେଲା । ମୁଁ ଠିକ୍ ଭାବରେ ଜାଣି ପାରୁ ନାହିଁ । ତା ପଛରେ ରହ କ'ଣ ଅଛି ।

ରାଜୁ ମୁଁ ଜାଣିପାରୁ ନାହି।

ରାଜୁ ~ ସାଙ୍ଗ ମୁଁ ଜାଣିଛି ତୁ ଅନୀତା କୁ ବୋହୁତ ଭଲ ପାଉ । ହେଲେ ଏମିତି କ'ଣ ହେଲା ? ଇଶ୍ଵର ତୁମ ଦୁହେଁ ଙ୍କ କୁ ସ୍ବପ୍ନ ପୁର କରିବା କୁ ଦେଲେ ନାହିଁ । ସାଙ୍ଗ ମୁଁ ତୋ ମନର ଅବସ୍ଥା ବୁଝି ପାରୁଛି । 

     ଜୀବନରେ ଏମିତି ମଧ୍ୟ ଦୁର୍ଘଟଣା ବେଳେ ହୁଏ। କାହାର କେତେ ବେଳେ ଜୀବ ଚାଲି ଯାଏ । ତା କହିହେବ ନାହିଁ ।‌ ଏବେ ତୁ ଏ କଥା ଭାବି କିଛି ଲାଭ ନାହିଁ । ଏବେ ତୋତେ ଜାଣିବା ହେବ। ଏ ସବୁ ପଛରେ ରହସ୍ୟ ଲୋଚି ରହିଛି । ଏ ସବୁ ମୋତେ ଖୋଜି ହେବ । 

ରିସଫ ~ ୍ର ରାଜୁ ମୁଁ ଅନୀତା ଙ୍କୁ ରାଘବନ ସଂ ଦୁଷ୍କର୍ମ କଲା ଓ ଜୀବନରୁ ମାରିଦେଲା ଏ ସବୁ ରହସ୍ୟ ଲୋଚି ରହିଥିବା ରହସ୍ୟ ମୁଁ ନିର୍ଣ୍ଣୟ ଖୁଜିବି।  

     ମୁଁ ଅନୀତା ର ଅପରାଧ କୁ ଦଣ୍ଡ ଦେବି । ମୁଁ ମୋ ପ୍ରେମ ପାଇଁ ସବୁ କିଛି କରିବା ପାଇଁ ରାଜି ଅଛି। 


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror