ଅମିତ୍ କୁମାର ସେଠୀ

Horror Crime Others

3.9  

ଅମିତ୍ କୁମାର ସେଠୀ

Horror Crime Others

ଅତୀତର ରହସ୍ୟ - ୪

ଅତୀତର ରହସ୍ୟ - ୪

4 mins
11


ରସିଫ - ଅନିତା କ'ଣ ଖାଇବ ?

ଅନିତା - ମୁଁ ଚିକେନ ନାନ, ଅଣ୍ଡା ରୋଲ , ପୁରୀ ଓ ମଟର ତରକାରୀ। 

ରସିଫ - ଠିକ୍ ଅଛି। ତୁ ଯାହା ଖାଇବୁ ମୁଁ ତାହ ଖାଇବି । 

- ସାର୍ ଆପଣ କ'ଣ ଖାଇବେ। 

ରିସଫ - ମୁଁ ଚିକେନ ନାନ ଅଣ୍ଡା ରୋଲ ପୁରୀ ଓ ମଟର ତରକାରୀ ଇତ୍ୟାଦି । 

- ମ୍ୟଆଡମ ଆପଣ କ'ଣ ଖାଇବେ।

ଅନିତା - ମୁଁ ଚିକେନ ନାନ, ଅଣ୍ଡା ରୋଲ, ପୁରୀ ଓ ମଟର ତରକାରୀ ଇତ୍ୟାଦି। 

- ଠିକ୍ ମ୍ୟଆଡମ । 

ରିସଫ - ଅନିତା ମୁଁ ତୁମ ଭଲ ପାଇ ବସିଲି । କେବେ ତୁମେ କହିବ ଆଇ - ଲଭ୍ - ୟୁ ଦିନକୁ ମୁଁ ଅପେକ୍ଷା କରିଛି।

ଅନିତା - ରିସଫ ତୁମେ ମୋତେ କ'ଣ କହିବାକୁ ଚାହୁଁଛନ୍ତି କି ?

ରିସଫ - ନା ମୁଁ କିଛି କହିନି।

- ସାର୍ ଖାଇବା ଆସିଗଲାଣି। ଆଉ କ'ଣ ଦରକାର ଅଛି କି ?

ରିସଫ - ଆଉ କିଛି ଦରକାର ନାହିଁ । କେବଳ ୪ଟା ପାଣି ବୋତଲ ଦରକାର ଏତିକି ଭାଇ। 

- ଓକେ ସାରେ।


 ×            ×              ×             × 


ଶୁଭମ୍ - ସାଙ୍ଗ ଦେଖୁଛୁ ସେଇ ଝିଅଟା ପୁଅ ସହ କଥାବାର୍ତା ହେଉଛି। ତା ସହ ଖାଉଛି।  

ବିକି - ଶୁଭମ୍ ଏସବୁ ଦେଖି ମୋ ଦେଖ ଜଳି ଯାଉଛି ।  

ସେ ଝିଅଟା ମୋ ସହ ମସ୍ତି କରିବା କଥା। ହେଲେ ସେ ପୁଅ ପାଖରେ କ'ଣ ଅଛି । 

ଶୁଭମ୍ - ସାଙ୍ଗ ମୁଁ ଜାଣି ନାହଁ। 

ବିକି - ଏ ଝିଅ ମୋତେ ଗୋଟିଏ ଚୁମା ଦିଅ । 

ଅନିତା - ଏ ଅଭଦ୍ର ଯୁବକ ମୁଁ କାହାକୁ ଚୁମା ଦିଏ ନାହିଁ। 

ବିକି - ସେ ସୁନ୍ଦର ହଟ୍ ବଏ କିଏ ? ତୁ ତାଙ୍କୁ କାହିଁକି ଚୁମା ଦେଲୁ ।

ଅନିତା -  ତୋର ଏତେ କଥା ଜାଣିବା ଆବଶ୍ୟକ ନାହିଁ। 

ବିକି - ଏ ଟୋକି ମୋତେ କ'ଣ କହୁଲୁ ? ମୋର ଜାଣିବା ଆବଶ୍ୟକ ନାହିଁ । 

ଅନିତା -ଏଡ଼େ ଛତରାଟା ତୁ ମୋ ହାତକୁ ଧରିଛୁ । ଭଲରେ କହୁଛି ମୋ ହାତକୁ ଛାଡେ। ନହେଲେ ତୋର ଆଜି ଅନ୍ତ ହେବ । 

ବିକି - ଏ ଟୋକି ମୋତେ ତୁ କହିଲୁ । ମୋର କେହି କିଛି କରିପାରିବେ ନାହିଁ। ହଁ ତୋ ହାତକୁ ଧରିଛି।

ଅନିତା - ତୁ ମୋର କ'ଣ କହିବୁ। 

ବିକି - ତୁ କିଏ ? ମୋତେ ମାରିବାକୁ ତୁ ମୋତେ ଜାଣିଛୁ। ମୁଁ ତୋର କ'ଣ ବି ? 


  ×        ×        ×        ×        ×


ଅନିତା - ଧନ୍ୟବାଦ ରିସଫ ତୁମେ ଆଜି ନଥିଲେ ଆଜି ମୋର କ'ଣ ହେଇ ଥାଆନ୍ତି। 

ରିସଫ - ଅନିତା ମୁଁ ଯେ ପର୍ଯ୍ୟନ୍ତ ତୁମ ସାଥିରେ ଅଛି। ସେ ପର୍ଯ୍ୟନ୍ତ ତୁମ ସାଥିରେ ରହିଛି ଓ ରହିବି । 

ଅନିତା - ରିସଫ ତୁମେ ଏବେ ମୋତେ ମୋ ଘରେ ଛାଡ଼ିଦେଇ ଆସିବ ।

ରିସଫ - ନିର୍ଣ୍ଣୟ । 

ଏ ଗୋଟିଏ କଥା । ଚାଲ ଗାଡ଼ିରେ ବସ ।


ମାଧବୀ - ସୁନା ତୁ ଆସିଲୁ ତୋ ଦିଦି । 

ସୁନା - ଦିଦି କହିଲା ମୁଁ ଖାଇକି ଆସିବି। ଦିଦି କହିଲା ମୋତେ ତୁ ଘର କୁ ଯା ମୁଁ ପରେ ଆସୁଛି ।

ମାଧବୀ - ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ମୋ ଝିଅ ଭଲରେ ଘରକୁ ଆସିଯାଉ। 

ରୁଦ୍ରାକ୍ଷ - ମାଧି ଅନିତା ଘରକୁ ଏ ପର୍ଯ୍ୟନ୍ତ ଘରକୁ ଆସି ନାହିଁ। ଅନିତା ଗଲା କୁଆଡେ। ଏ ପ୍ରଭୁ ଜଗନ୍ନାଥଙ୍କ ମୋ ଝିଅ ଭଲରେ ଘରକୁ ଆସିଯାଉ। ଏତିକି ଚାହୁଁଛି ପ୍ରଭୁ ଆଉ କିଛି ନୁହେଁ।

ଅନିତା - ରିସଫ ତୁମକୁ ଅଶେଷ ଧନ୍ୟବାଦ ଜଣାଉଛି । ଆଜି ତୁମେ ନ ଥିଲେ ମୋର ଆଜି କ'ଣ ହେଇ ଥାଆନ୍ତା। 

ରିସଫ - ଅନିତା ମୁଁ ତୋ ସାଙ୍ଗ ଯାହା ମୁଁ ସବୁ ସମୟ ସାଙ୍ଗ ପରି ରହିଛି ଓ ଆଗକୁ ମଧ୍ୟ ରହିବି ।

ଅନିତା - ରିସଫ ଏବେ ତୁମେ ଘରକୁ ଯାଉ। 

ରିସଫ - By ଅନିତା 

ଅନିତା - By ରିସଫ

ମାଧବୀ - ରହ

ଅନିତା - ମାମା ତୁମର କ'ଣ ହେଇଚି।

ମାଧବୀ - ତୁ ଆଜି ଦିନ ସାରା କ'ଣ କରୁଥିଲୁ। 

ଅନିତା - ମାମା ତୁମକୁ ସୁନା କହି ନାହିଁ। 

ରୁଦ୍ରାକ୍ଷ - ଅନିତା ତୋ ମାମା ସୁନି ସବୁ କହଛି।

ଅନିତା - ହେଲେ ବାପା ମାମା ଏ ପ୍ରଶ୍ନ କାହିଁକି ପଚାରୁଛନ୍ତି।

ରୁଦ୍ରାକ୍ଷ - ମା ଅନିତା ଘର ଭିତର କୁ ଆସେ ।

ଅନିତା - ମାମା ମୋତେ ଜୋରରେ ଭୋକ ଲାଗୁଚି।

ମାଧବୀ - ଆଜି ତୋର ଖାଇବା ପିଇବା ବନ୍ଦ। ଶୁଣେ ଅନିତା କାଲି ଠାରୁ ମୁଁ ତୋତେ ଏ ରାତି ଦେଖିପାରିବି ନାହିଁ। 

କାଲି ତୋର Practical Work ନାହିଁ। ତୁ ୨.୩୦ ସୁଦ୍ଧା ଘରକୁ ଆସିବ । ତୁ ନୁହେଁ ଦୁଇ ଭଉଣୀ ଏକାସାଥି କଲେଜ ଯିବ ଓ ଏକାସାଥି ଘରକୁ ଆସବ। ଏ କଥା ଆଜି ଠାରୁ ମନେ ରଖେ।

ଅନିତା - ମାମା ମୁଁ ଛୋଟ ପିଲା ନୁହେଁ । ମୁଁ ସୋନି ସହ ସବୁବେଳେ ଆସି ପାରିବି ନାହିଁ। ମାମା ମୋର ଗୋଟିଏ 

Personal life ଅଛି। ମୁଁ ଭବିଷ୍ୟତରେ ଶାଶୁ ଘରକୁ ଯିବାବେଳେ ମୋ ସାନ ଭଉଣୀର ସାଥି ନେବି ‌। 

ମାଧବୀ - ଅନିତା ତୁ ବୋହୁତ କହୁଛୁ। ମୁଁ ବୋହୁତ ଶୁଣିଲି ଆଊ ନୁହେଁ।

ଅନିତା - ମାମା ରହିଗଲ କାହିଁକି ଆଉରି ମାର।

ରୁଦ୍ରାକ୍ଷ - ଅନିତା ଖାଇକି ଯା । 

ଅନିତା - ନାଇଁ ବାପା ମୁଁ ଖାଇବି ନାହିଁ। ମୁଁ ଏବେ ଶୋଇବା ଯାଉଛି ।

ସୋନି - ମାମା ତୁମେ ଦିଦି ଯାହା ଚାହୁଁଛି। ତା କରିବା କୁ ଦିଅ ‌।

ନାଇଁ ସୋନି । ମୁଁ ସବୁ କେବେ ହେଲେ କରିବା କୁ ଦେବି ନାହିଁ।

ରୁଦ୍ରାକ୍ଷ - ମାଧି ଅନିତା ଯାହା କହିଛି ଠିକ୍ । ଏ ବିଷୟରେ କାଲି ସକାଳ କଥା ହେଇ ନ ଥାଆନ୍ତା। ଝିଅଟା କୁ ଭୋକ ଉପାସରେ ଶୋଇବା ଗଲା। କେବଳ ତୁମ ପାଇଁ। ଆଜି ରାତି ଅନିତା ଙ୍କୁ ଖାଇବା ଦେବା ପାଇଁ ମନା କରିଦେଲ। ଶୁଣ ତୁମେ ନିଜେ ଖାଇ ଦିଅ । ମୁଁ ଆଜି ଖାଇବି ନାହିଁ ।  

ମୁଁ କ'ଣ ସତରେ ଭୁଲ୍ କରୁଛି। ମୁଁ କିଛି ବୁଝି ପାରୁନି ନାହିଁ। ମୁଁ ଅନିତା କ'ଣ କହିଗଲି । ନିଜେ ମଧ୍ୟ ଜାଣି ପାରିଲି ନାହିଁ।

    କିଛି ଦିନ ପରେ....

      ତାପରେ ରିସଫ ସହ ଅନିତା ଦେଖା କରି ପାରିଲା ନାହିଁ। ଆସନ୍ତାକାଲି ଅନିତା ଏଞ୍ଜେଜମେଣ୍ଟ ଡେ ର ଦିନ। ଅନିତା ବିବାହ ପାଇଁ ରାଜି ନୁହେଁ। କେବଳ ପାଇଁ ରାଜି ହେଉଛି। ଆଜି ଅନିତା ଓ ରାଘବନ ସଂ ଫୋଟୋ ଉଠାହେବ। ଆଉ ୪ ଦିନ ପରେ ଅନିତା ର ବାହାଘର। 


କ୍ରମଶଃ...




Rate this content
Log in

Similar oriya story from Horror