STORYMIRROR

ଅମିତ୍ କୁମାର ସେଠୀ

Horror Crime Others

3  

ଅମିତ୍ କୁମାର ସେଠୀ

Horror Crime Others

ଅତୀତର ରହସ୍ୟ [ ଭାଗ - ୦୨ ]

ଅତୀତର ରହସ୍ୟ [ ଭାଗ - ୦୨ ]

2 mins
10


କିଛି ସମୟ ପରେ ଖରାପ ଯୁବକ ର ସାଙ୍ଗ ମାନେ ଏହି ରାସ୍ତା ଛାଡି ଚାଲିଗଲେ। କିଛି ସମୟ ପରେ ରିସଫ ( ପ୍ରେମିକ ) ଆସି ଦେଖିଲା ଏଇ ଝିଅ ଟା କିଏ ? ତା ପଖକୁ ଗଲା ଜାଣିପାରିଲା ସେ ଅନୀତା। ଅନୀତା କୁ ଡାକିଲା । 

   ଅନୀତା ଉଠିଲା ରିସଫ କୁ କହିଲା ସେ ମାନେ ମୋ ମୋତେ ଜୀବନରୁ ମାରିଦେଲେ। ସେତିକି ନୁହେଁ ତା ସହ ମୋତେ ଖରାପ ବ୍ୟବହାର କଲେ। ତାପରେ ଅନୀତା ସବୁ କଥା କହିଦେଲା। ରିସଫ କହିଲି ମୁଁ ସେମାନଙ୍କୁ ଯମା ଛାଡି ବି ନାହିଁ। 

     କିଛି ସମୟ ପରେ ଅନୀତା ମୃତ୍ୟୁ ବରଣ କଲା । ରିସଫ ତା ପରେ ମାଟି ଖୋଳି । ଅନୀତା କୁ ମାଟି ପକାଇ ପୋତି ଦେଲା। ଏ କଥା ରହସ୍ୟ ହୋଇ ରହିବ।  ତାପରେ ରିସଫ ଗଲା ତା ଘରୁ । କିଛି ସମୟ ପରେ ରାତି ୧୧. ୩୦ ହେଲା । ଅନୀତା ଭୂତ ହୋଇ ବୁଲିଲା ।

ଅନୀତା - ଏ ଖରାପ ଯୁବକ ତୋତେ ଓ ତୋ ସାଙ୍ଗମାନଙ୍କୁ ଛଟପଟ କରି ତୁମ ସମସ୍ତ କୁ ମାରିଦେବି । ତୁମେ ମୋ ଜୀବନ ନେଇ ଯାଇଛ । 

ରିସଫ ~ ରାଜୁ ଆଉ କ'ଣ କହିବି ? ରାଘବନ ସଂ ଅତୀତା କୁ ଜୀବନ ରୁ ମାରିଦେଲା। 

ରାଜୁ ~ ରିସଫ କ'ଣ ଏ କହୁଛୁ । ସେ ଅନିତାକୁ ଜୀବନରୁ ମାରିଦଲା । ହେଲେ କ'ଣ ପାଇଁ ଅନୀତା କୁ ମାରିଦେଲା। ରିସଫ ତୁ ମୋତେ ପୁରା ଘଟଣା କହିବୁ ।

ରିସଫ ~ ରିସଫ ରାଜୁକୁ ସବୁ କଥା କହିଲା । ଅନୀତା କୁ ରାଘବନ ସଂ ଦୁଷ୍କର୍ମ କରି ଥିଲା । ତା ସେତିକି ନୁହେଁ। ଜୀବନରୁ ମାରିଦେଲା। ରାଜୁ ମୁଁ ସେତିକି ଯାହା ଜାଣିଥିଲି । ମୁଁ ତୋତେ କହିଦେଲି ‌। ରାଘବନ ସଂ କାହିଁକି ଜୀବନ ରୁ ମାରିଦେଲା । ମୁଁ ଠିକ୍ ଭାବରେ ଜାଣି ପାରୁ ନାହିଁ । ତା ପଛରେ ରହ କ'ଣ ଅଛି ।

ରାଜୁ ମୁଁ ଜାଣିପାରୁ ନାହି।

ରାଜୁ ~ ସାଙ୍ଗ ମୁଁ ଜାଣିଛି ତୁ ଅନୀତା କୁ ବୋହୁତ ଭଲ ପାଉ । ହେଲେ ଏମିତି କ'ଣ ହେଲା ? ଇଶ୍ଵର ତୁମ ଦୁହେଁ ଙ୍କ କୁ ସ୍ବପ୍ନ ପୁର କରିବା କୁ ଦେଲେ ନାହିଁ । ସାଙ୍ଗ ମୁଁ ତୋ ମନର ଅବସ୍ଥା ବୁଝି ପାରୁଛି । 

     ଜୀବନରେ ଏମିତି ମଧ୍ୟ ଦୁର୍ଘଟଣା ବେଳେ ହୁଏ। କାହାର କେତେ ବେଳେ ଜୀବ ଚାଲି ଯାଏ । ତା କହିହେବ ନାହିଁ ।‌ ଏବେ ତୁ ଏ କଥା ଭାବି କିଛି ଲାଭ ନାହିଁ । ଏବେ ତୋତେ ଜାଣିବା ହେବ। ଏ ସବୁ ପଛରେ ରହସ୍ୟ ଲୋଚି ରହିଛି । ଏ ସବୁ ମୋତେ ଖୋଜି ହେବ । 

ରିସଫ ~ ୍ର ରାଜୁ ମୁଁ ଅନୀତା ଙ୍କୁ ରାଘବନ ସଂ ଦୁଷ୍କର୍ମ କଲା ଓ ଜୀବନରୁ ମାରିଦେଲା ଏ ସବୁ ରହସ୍ୟ ଲୋଚି ରହିଥିବା ରହସ୍ୟ ମୁଁ ନିର୍ଣ୍ଣୟ ଖୁଜିବି।  

     ମୁଁ ଅନୀତା ର ଅପରାଧ କୁ ଦଣ୍ଡ ଦେବି । ମୁଁ ମୋ ପ୍ରେମ ପାଇଁ ସବୁ କିଛି କରିବା ପାଇଁ ରାଜି ଅଛି। 

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror