STORYMIRROR

ଅମିତ୍ କୁମାର ସେଠୀ

Horror Crime Others

3  

ଅମିତ୍ କୁମାର ସେଠୀ

Horror Crime Others

ଅତୀତର ରହସ୍ୟ ଭାଗ - ୬

ଅତୀତର ରହସ୍ୟ ଭାଗ - ୬

2 mins
12

ରାଜୁ ~ ସାଙ୍ଗ ମୁଁ ଜାଣିଛି ତୁ ଅନୀତା କୁ ବୋହୁତ ଭଲ ପାଉ । ହେଲେ ଏମିତି କ'ଣ ହେଲା ? ଇଶ୍ଵର ତୁମ ଦୁହେଁ ଙ୍କ କୁ ସ୍ବପ୍ନ ପୁର କରିବା କୁ ଦେଲେ ନାହିଁ । ସାଙ୍ଗ ମୁଁ ତୋ ମନର ଅବସ୍ଥା ବୁଝି ପାରୁଛି । 

     ଜୀବନରେ ଏମିତି ମଧ୍ୟ ଦୁର୍ଘଟଣା ବେଳେ ହୁଏ। କାହାର କେତେ ବେଳେ ଜୀବ ଚାଲି ଯାଏ । ତା କହିହେବ ନାହିଁ ।‌ ଏବେ ତୁ ଏ କଥା ଭାବି କିଛି ଲାଭ ନାହିଁ । ଏବେ ତୋତେ ଜାଣିବା ହେବ। ଏ ସବୁ ପଛରେ ରହସ୍ୟ ଲୋଚି ରହିଛି । ଏ ସବୁ ମୋତେ ଖୋଜି ହେବ । 

ରିସଫ ~ ରାଜୁ ମୁଁ ଅନୀତା ଙ୍କୁ ରାଘବନ ସଂ ଦୁଷ୍କର୍ମ କଲା ଓ ଜୀବନରୁ ମାରିଦେଲା ଏ ସବୁ ରହସ୍ୟ ଲୋଚି ରହିଥିବା ରହସ୍ୟ ମୁଁ ନିର୍ଣ୍ଣୟ ଖୁଜିବି।  

     ମୁଁ ଅନୀତା ର ଅପରାଧ କୁ ଦଣ୍ଡ ଦେବି । ମୁଁ ମୋ ପ୍ରେମ ପାଇଁ ସବୁ କିଛି କରିବା ପାଇଁ ରାଜି ଅଛି। 


ଚାରି ଦିନ ପରେ.... 

     ରାଘବନ ସଂ ଜୀବନ ରୁ ମାରିଦେଇଛି । ସେ ଜଣ ଜଣ କରି ସମସ୍ତ କୁ ଶେଷ କରିବ । ଏବେ ସେ ଅତୃପ୍ତ ଆତ୍ମା ହୋଇ ବୁଲୁଛି। 

ଅନିତା - ଏବେ ମୋର ସମୟ ଆସିଯାଇଛି।       

ଏବେ ଠାରୁ ମୁଁ ଜଣ ଜଣ କରି ପ୍ରତିଶୋଧ ନେବି ।

ଏବେ ମୁଁ କାହାକୁ ଛାଡିବି ନାହିଁ। 

ସେମାନେ ମୋତେ ଛୁରୀରେ ଆକ୍ରମଣ କରିଛନ୍ତି ଓ ଗାଡି ଦୁର୍ଘଟଣାରେ ମୋତେ ସେମାନେ ଜୀବନରୁ ମାରି ଦେଇଛନ୍ତି।

     ରିସଫ ସବୁବେଳେ ମନେ ପକାଉ ଥାଏ । ଜୀବନର ମୋ ଜୀବନ ପ୍ରେମ କରିବା ମୋର ବଡ ଭୁଲ୍ କରିଛି । 

ରିସଫ - ରାଜୁ ଜୀବନରେ ଏମିତି ଘଟଣା କାହିଁକି ଏମିତି ହୁଏ। ମୁଁ ଜାଣି ପାରୁନି। ମୋ ଜୀବନରେ ବଡ ଘଟଣା ଘଟିଯାଇଛି। ହେଲେ ମୁଁ ଭୁଲ୍ ପାରୁନି।

    ରିସଫ କାନ୍ଦି କାନ୍ଦି ମନେ ପକାଏ ଅନିତା କଥା କୁ ସେ ଭୁଲ୍ ପାରୁ ନାହିଁ । ଅନିତା ରିସଫ ର କାନ୍ଦିବା ଦେଖି ସେ ମଧ୍ୟ କାନ୍ଦି ବା ଆରମ୍ଭ କଲା। 


କ୍ରମଶଃ ...


                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror