STORYMIRROR

ଅମିତ୍ କୁମାର ସେଠୀ

Horror Crime Others

3  

ଅମିତ୍ କୁମାର ସେଠୀ

Horror Crime Others

ଅତୀତର ରହସ୍ୟ - ୫

ଅତୀତର ରହସ୍ୟ - ୫

3 mins
12

କିଛି ଦିନ ପରେ....

      ତାପରେ ରିସଫ ସହ ଅନିତା ଦେଖା କରି ପାରିଲା ନାହିଁ। ଆସନ୍ତାକାଲି ଅନିତା ଏନଗେଜମେଣ୍ଟ ଡେ ର ଦିନ। ଅନିତା ବିବାହ ପାଇଁ ରାଜି ନୁହେଁ। କେବଳ ପାଇଁ ରାଜି ହେଉଛି। ଆଜି ଅନିତା ଓ ରାଘବନ ସଂ ଫୋଟୋ ଉଠାହେବ। ଆଉ ୪ ଦିନ ପରେ ଅନିତା ର ବାହାଘର। 

ଅନିତା ସେଇ ଦିନ ରାତିରେ ଲୁଚି ଲୁଚି ଘର ଛାଡି ଚାଲିଗଲା। 

କିଛି ସମୟ ପରେ ଖରାପ ଯୁବକ ମାନେ ଅନୀତା କୁ ଅପହରଣ କରିନେଲେ। 

       ତାପରେ ସେମାନେ ଅନିତା କୁ ତୁରନ୍ତ ଗୋଟିଏ ଘରେ ବନ୍ଦୀ କରି ରଖିଲେ। ଖରାପ ଯୁବକ ମାନଙ୍କ ସହ ଯୋଗାଯୋଗ କରିଥିଲା ରାଘବନ ସଂ। 

       ତା 'ପରେ ସେମାନେ ଅନିତା କୁ ଅଶ୍ଳୀଳ ବ୍ୟବହାର କରିବା ଆରମ୍ଭ କଲେ। ଅନିତା କାନ୍ଦିବା ଆରମ୍ଭ କଲା। 

ଅନିତା - ତୁ ମୋତେ ଛାଡ଼ିଡେ।

ବିକି - ଏ ଏଇ ଆମେ ତୋତେ ଛାଡି ପାରିବୁ ନାହିଁ।

ରାଘବନ ସଂ - ତୁ କହ ଏତେ ରାତିରେ ତୁ ଲୁଚି ଲୁଚି କୁଆଡେ ଯାଉଥିଲୁ।

ଅନିତା - ମୁଁ ତୋତେ କହିବି ନାହିଁ।

ରାଘବନ ସଂ - ଏବେ ଦେଖେ ମୁଁ ତୋ ସହ କ'ଣ କରୁଛି।

ଅନିତା - ରାଘବନ ମୋତେ ତୁ ଛାଡିଦେ।

ରାଘବନ - ନା ନା ମୁଁ ତୋତେ ଯମା ଛାଡିବି ନାହିଁ।

ଅନିତା - ନାଇଁ ରାଘବନ ସଂ। ତୁ ମୋତେ ଛାଡିଦେ। 

ବିକି - ସାଙ୍ଗ ତୁ ତାକୁ ଯମା ଛାଡିବ ନାହିଁ । ନ ହେଲେ ସେ ତୋତେ ଭୁଆଁ ବୁଲାଇବ । 


× ×  ×  ×  × × ×  ×  ×  × ×  ×  × × 


ଖରାପ ଯୁବକ ମାନେ ଅନୀତା କୁ ଦୁଷ୍କର୍ମ କରି ଥିଲେ।

   ସେଇ ଦିନରାତି ରେ । ଅନୀତା ପଛରେ ଜଣେ ଖରାପ ଯୁବକଟି ତା ପଛରେ ପଡ଼ିଥିଲା ।

   ଖରାପ ଯୁବକଟି ର ସାଙ୍ଗ ସାଥି ମିଳନ ରେ କହିଲା ସବୁ କଥା। ତାପରେ ଖରାପ ଯୁବକଟି ର ସାଙ୍ଗ ଭାବିଲେ ଆଜି ଆମେ ଅନୀତା କୁ ଜୀବନରୁ ମାରିଦେବା। 

   ଆଜି ଆମେ ରାତି ଦଶଟା ରେ । ଅନୀତା ଆସୁଥିବା ବେଳେ ଆମେ କାର ଦୁର୍ଘଟଣା କରି ମାରିଦେବା। ସାଙ୍ଗ ତୁ ତୋ ମୁଣ୍ଡ ତ ଭଲ ଆଇଡ଼ିଆ ଅଛି। 

      ଆଜି ରାତି ଆମେ ମଦ ପିଇବା ଶୁଣି ସାଙ୍ଗ ମଦ ପେଟି ଆଣିଲେ। ଆମେ ସମସ୍ତେ ମିଶି ସୁରା ପାନ କରିବା।


ରାତି ଦଶଟା ରେ .....


   ଖରାପ ଯୁବକ (ରାଘବନ ସଂ) ଓ ସାଙ୍ଗ ସାଥି ମାନେ ମଦ ପିଇ ନିଶାଗ୍ରସ୍ତ ଥିଲେ। ସେମାନେ ତୁରନ୍ତ ବସି ଯୋଜନା କରଥିଲେ। ଆଜି ଆମେ ସେଇ କଲେଜ ଝିଅ କୁ ମାରିଦେବା। ଦଶଟା ବାଜିବା ମାତ୍ରେ ଅନୀତା କୁ କାର ଦୁର୍ଘଟଣା ମାରିଦେଲେ। 

    କିଛି ସମୟ ପରେ ଖରାପ ଯୁବକ ର ସାଙ୍ଗ ମାନେ ଏହି ରାସ୍ତା ଛାଡି ଚାଲିଗଲେ। କିଛି ସମୟ ପରେ ରିସଫ ( ପ୍ରେମିକ ) ଆସି ଦେଖିଲା ଏଇ ଝିଅ ଟା କିଏ ? ତା ପଖକୁ ଗଲା ଜାଣିପାରିଲା ସେ ଅନୀତା। ଅନୀତା କୁ ଡାକିଲା । 

   ଅନୀତା ଉଠିଲା ରିସଫ କୁ କହିଲା ସେ ମାନେ ମୋ ମୋତେ ଜୀବନରୁ ମାରିଦେଲେ। ସେତିକି ନୁହେଁ ତା ସହ ମୋତେ ଖରାପ ବ୍ୟବହାର କଲେ। ତାପରେ ଅନୀତା ସବୁ କଥା କହିଦେଲା। ରିସଫ କହିଲି ମୁଁ ସେମାନଙ୍କୁ ଯମା ଛାଡି ବି ନାହିଁ। 

     କିଛି ସମୟ ପରେ ଅନୀତା ମୃତ୍ୟୁ ବରଣ କଲା । ରିସଫ ତା ପରେ ମାଟି ଖୋଳି । ଅନୀତା କୁ ମାଟି ପକାଇ ପୋତି ଦେଲା। ଏ କଥା ରହସ୍ୟ ହୋଇ ରହିବ।  

     ତାପରେ ରିସଫ ଗଲା ତା ଘରୁ । କିଛି ସମୟ ପରେ ରାତି ୧୧. ୩୦ ହେଲା । ଅନୀତା ଭୂତ ହୋଇ ବୁଲିଲା । 

ଅନୀତା - ଏ ଖରାପ ଯୁବକ ତୋତେ ଓ ତୋ ସାଙ୍ଗମାନଙ୍କୁ ଛଟପଟ କରି ତୁମ ସମସ୍ତ କୁ ମାରିଦେବି । ତୁମେ ମୋ ଜୀବନ ନେଇ ଯାଇଛ । 

ରିସଫ ~ ରାଜୁ ଆଉ କ'ଣ କହିବି ? ରାଘବନ ସଂ ଅତୀତା କୁ ଜୀବନ ରୁ ମାରିଦେଲା। 

ରାଜୁ ~ ରିସଫ କ'ଣ ଏ କହୁଛୁ । ସେ ଅନିତାକୁ ଜୀବନରୁ ମାରିଦଲା । ହେଲେ କ'ଣ ପାଇଁ ଅନୀତା କୁ ମାରିଦେଲା। ରିସଫ ତୁ ମୋତେ ପୁରା ଘଟଣା କହିବୁ ।

ରିସଫ ~ ରିସଫ ରାଜୁକୁ ସବୁ କଥା କହିଲା । ଅନୀତା କୁ ରାଘବନ ସଂ ଦୁଷ୍କର୍ମ କରି ଥିଲା । ତା ସେତିକି ନୁହେଁ। ଜୀବନରୁ ମାରିଦେଲା। ରାଜୁ ମୁଁ ସେତିକି ଯାହା ଜାଣିଥିଲି । ମୁଁ ତୋତେ କହିଦେଲି ‌। ରାଘବନ ସଂ କାହିଁକି ଜୀବନ ରୁ ମାରିଦେଲା । ମୁଁ ଠିକ୍ ଭାବରେ ଜାଣି ପାରୁ ନାହିଁ । ତା ପଛରେ ରହ କ'ଣ ଅଛି ।

ରାଜୁ ମୁଁ ଜାଣିପାରୁ ନାହି।

ରାଜୁ ~ ସାଙ୍ଗ ମୁଁ ଜାଣିଛି ତୁ ଅନୀତା କୁ ବୋହୁତ ଭଲ ପାଉ । ହେଲେ ଏମିତି କ'ଣ ହେଲା ? ଇଶ୍ଵର ତୁମ ଦୁହେଁ ଙ୍କ କୁ ସ୍ବପ୍ନ ପୁର କରିବା କୁ ଦେଲେ ନାହିଁ । ସାଙ୍ଗ ମୁଁ ତୋ ମନର ଅବସ୍ଥା ବୁଝି ପାରୁଛି । 

     ଜୀବନରେ ଏମିତି ମଧ୍ୟ ଦୁର୍ଘଟଣା ବେଳେ ହୁଏ। କାହାର କେତେ ବେଳେ ଜୀବ ଚାଲି ଯାଏ । ତା କହିହେବ ନାହିଁ ।‌ ଏବେ ତୁ ଏ କଥା ଭାବି କିଛି ଲାଭ ନାହିଁ । ଏବେ ତୋତେ ଜାଣିବା ହେବ। ଏ ସବୁ ପଛରେ ରହସ୍ୟ ଲୋଚି ରହିଛି । ଏ ସବୁ ମୋତେ ଖୋଜି ହେବ । 

ରିସଫ ~ ରାଜୁ ମୁଁ ଅନୀତା ଙ୍କୁ ରାଘବନ ସଂ ଦୁଷ୍କର୍ମ କଲା ଓ ଜୀବନରୁ ମାରିଦେଲା ଏ ସବୁ ରହସ୍ୟ ଲୋଚି ରହିଥିବା ରହସ୍ୟ ମୁଁ ନିର୍ଣ୍ଣୟ ଖୁଜିବି।  

     ମୁଁ ଅନୀତା ର ଅପରାଧ କୁ ଦଣ୍ଡ ଦେବି । ମୁଁ ମୋ ପ୍ରେମ ପାଇଁ ସବୁ କିଛି କରିବା ପାଇଁ ରାଜି ଅଛି। 


ଆସନ୍ତା ଗୁରୁବାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror