STORYMIRROR

ଅମିତ୍ କୁମାର ସେଠୀ

Horror Crime Others

3  

ଅମିତ୍ କୁମାର ସେଠୀ

Horror Crime Others

ଅତୀତର ରହସ୍ୟ - ୦୭

ଅତୀତର ରହସ୍ୟ - ୦୭

1 min
177

ସେମାନେ ମୋତେ ଛୁରୀରେ ଆକ୍ରମଣ କରିଛନ୍ତି ଓ ଗାଡି ଦୁର୍ଘଟଣାରେ ମୋତେ ସେମାନେ ଜୀବନରୁ ମାରି ଦେଇଛନ୍ତି। ରିସଫ ସବୁବେଳେ ମନେ ପକାଉ ଥାଏ । ଜୀବନର ମୋ ଜୀବନ ପ୍ରେମ କରିବା ମୋର ବଡ ଭୁଲ୍ କରିଛି । 


ରିସଫ - ରାଜୁ ଜୀବନରେ ଏମିତି ଘଟଣା କାହିଁକି ଏମିତି ହୁଏ। ମୁଁ ଜାଣି ପାରୁନି। ମୋ ଜୀବନରେ ବଡ ଘଟଣା ଘଟିଯାଇଛି। ହେଲେ ମୁଁ ଭୁଲ୍ ପାରୁନି।


  ରିସଫ କାନ୍ଦି କାନ୍ଦି ମନେ ପକାଏ ଅନିତା କଥା କୁ ସେ ଭୁଲ୍ ପାରୁ ନାହିଁ । ଅନିତା ରିସଫ ର କାନ୍ଦିବା ଦେଖି ସେ ମଧ୍ୟ କାନ୍ଦି ବା ଆରମ୍ଭ କଲା। 


କ୍ରମଶଃ ...




    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror