STORYMIRROR

ଅମିତ୍ କୁମାର ସେଠୀ

Horror Crime Others

3  

ଅମିତ୍ କୁମାର ସେଠୀ

Horror Crime Others

ଅତୀତର ରହସ୍ୟ [ ଭାଗ - ୨ ]

ଅତୀତର ରହସ୍ୟ [ ଭାଗ - ୨ ]

1 min
14


    କିଛି ସମୟ ପରେ ଖରାପ ଯୁବକ ର ସାଙ୍ଗ ମାନେ ଏହି ରାସ୍ତା ଛାଡି ଚାଲିଗଲେ। କିଛି ସମୟ ପରେ ରିସଫ ( ପ୍ରେମିକ ) ଆସି ଦେଖିଲା ଏଇ ଝିଅ ଟା କିଏ ? ତା ପଖକୁ ଗଲା ଜାଣିପାରିଲା ସେ ଅନୀତା। ଅନୀତା କୁ ଡାକିଲା । 

   ଅନୀତା ଉଠିଲା ରିସଫ କୁ କହିଲା ସେ ମାନେ ମୋ ମୋତେ ଜୀବନରୁ ମାରିଦେଲେ। ସେତିକି ନୁହେଁ ତା ସହ ମୋତେ ଖରାପ ବ୍ୟବହାର କଲେ। ତାପରେ ଅନୀତା ସବୁ କଥା କହିଦେଲା। ରିସଫ କହିଲି ମୁଁ ସେମାନଙ୍କୁ ଯମା ଛାଡି ବି ନାହିଁ। 

     କିଛି ସମୟ ପରେ ଅନୀତା ମୃତ୍ୟୁ ବରଣ କଲା । ରିସଫ ତା ପରେ ମାଟି ଖୋଳି । ଅନୀତା କୁ ମାଟି ପକାଇ ପୋତି ଦେଲା। ଏ କଥା ରହସ୍ୟ ହୋଇ ରହିବ।  

     ତାପରେ ରିସଫ ଗଲା ତା ଘରୁ । କିଛି ସମୟ ପରେ ରାତି ୧୧. ୩୦ ହେଲା । ଅନୀତା ଭୂତ ହୋଇ ବୁଲିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror