ଅମିତ୍ କୁମାର ସେଠୀ

Horror Romance Others

3  

ଅମିତ୍ କୁମାର ସେଠୀ

Horror Romance Others

ଅତୀତର ରହସ୍ୟ [ଭାଗ - ୩]

ଅତୀତର ରହସ୍ୟ [ଭାଗ - ୩]

5 mins
14


ମାଧବୀ ( ମା ) - ଆରେ ଆରେ ଏବେ ଘଣ୍ଟା ରେ ଆଠ ଟା ବାଜିଲାଣି ଏ ପର୍ଯ୍ୟନ୍ତ । ମହାରାଣୀଙ୍କ ର ନିନ୍ଦ ଭାଂଗି ନାହିଁ।

ସୁନା - ମାମା ସୁ-ପ୍ରଭାତ । 

ମାଧବୀ ( ମା ) - ସୁନା ଝିଅ ଶୁଭ ସକାଳ । ତୋ ଦିଦିର ନିନ୍ଦ ଭାଂଗିଲାଣି ।  

ସୁନା - ମାମା ତା କଥା କହି କିଛି ଲାଭ ନାହିଁ। ସେ ମୋ ଶୁଣିଲା ନାହିଁ। ମାମା ଆପଣଙ୍କ କଥା କୁ ବି କେବେ ଶୁଣିବ ନାହିଁ। ଯଦି ଶୁଣିବ ଖାଲି ବାପାଙ୍କ କଥା । ମାମା ଏଇତା ମୋ ପାଇଁ ଜଳଖିଆ ଦିଅ। ମୁଁ ଖାଇବି । 

ମାଧବୀ ( ମା ) - ଆରେ ଆରେ ଏଇଟା ତୋର ନୁହେଁ।

ସୁନା - ଏଇଟା କାହା ଖାଇବା।

ମାଧବୀ ( ମା ) - ଏଇଟା ସେଇ ମହାରାଣୀ ର ଖାଇବା। 

ସୁନା - ମାମା ଏଇତା ମୋତେ ଦିଅ ମୁଁ ଖାଇବି ମୋତେ ଭୋକ ହେଉଛି। 

ମାଧବୀ ( ମା ) - ଶୁଣେ ତୁ ତଳକୁ ଯା ମୁଁ ତୋତେ ଖାଇବା କୁ ଦେବି । 

ସୁନା - ହଁ ମାମା ମୁଁ ଯାଉଛି।  

ମାଧବୀ ( ମା ) - କେଡ଼େ ଅଳସୁଆ ଝିଅ । କି ଯୋଗ ହେଲା ଝିଅ ମାନେ ରାତି ସାରା ଟିଭି ଦେଖିଥିବେ। 

       ମହାରାଣୀ ଉଠ ଉଠ ଚଞ୍ଚଳ ରାତି ପାହିଲା। ସକାଳ ହେଲା । ଏବେ ଘଣ୍ଟା ୮.୨୦ ହେଲାଣି । ତୋର ନିନ୍ଦ ଭାଙ୍ଗୁ ନାହିଁ। ହିଇରେ ମୋର ଫଟା କପାଳ। ଜୀବନରେ ଏହି ଭଳି ଝିଅ ଦେଲ। ମହାରାଣୀ କେତେ ବେଳେ ନିଦ ଭାଙ୍ଗିବ । 

    କେ ଜାଣେ କି ନିଦ ରେ ଶୋଇଛି। ନିଦ ଭାଙ୍ଗୁ ନାହିଁ ।


ରୁଦ୍ରାକ୍ଷ - ସୁନି କ'ଣ ହେଇଛି ?

ସୁନା - ବାବା ଦିଦି ଶୋଇଛି। ହେଲେ ମାମା ଦିଦି କୁ ଡାକିବା ଯାଇଛିନ୍ତ । ବାବା ମୋତେ ଭୋକ ହେଉଛି । ହେଲେ ମାମା କହିଲେ ତୁ ତଳକୁ ଯା । ମୁଁ ଆସିଲେ ତୋ ଖାଇବା ଦେବି।

ସେ ପର୍ଯ୍ୟନ୍ତ ମୁଁ ଟେବୁଲ୍ ଉପରେ ବସି । 

ରୁଦ୍ରାକ୍ଷ - ହଉ ହଉ ବ୍ୟସ୍ତ ହୋଉନି ମୁଁ ତୋତେ ଖାଇବା କୁ ଦେବି। 

ସୁନା - ବାବା ତୁମେ ଖାଇବନି ମୁଁ ପରେ ଖାଇବି।

ରୁଦ୍ରାକ୍ଷ - ମାଧବୀ ଅନିତା ଉଠିଲାଣି ।  

ମାଧବୀ ମା - ଦେଖିପାରୁନ ସେ କେମିତି ଶୋଇଛି। ରାତି ସାରା ଟିଭି ଦେଖୁଥିବ । ସକାଳ ହେଲେ ମୁଁ ଡାକୁଥିବି ।

ଅନିତା - ମାମା ମୋତେ ଆଉ ଟିକେ ଶୋଇବା ଦିଅ।  

ରୁଦ୍ରାକ୍ଷ - ଏବେ ଘଣ୍ଟା ରେ ସାଢେ଼ ନଅଟା ବାଜିଲାଣି ‌‌। କଲେଜ କେତେ ବେଳେ ଯିବୁ।  

ଅନିତା - ବାପା ସାଢେ଼ ନଅଟା ବାଜିଲାଣି ମାନେ ।  

ରୁଦ୍ରାକ୍ଷ - ସମୟ ତୋ ପାଇଁ ଅପେକ୍ଷା କରିଥାନ୍ତା।

ଅନିତା - ମାମା ମୋ Practical ଖାତା ଗଲା କୁଆଡେ। 

ଝିଅ ତୋ ଖାତା କୁଆଡେ ଯାଇନି। ଏଠି ତୋ Practical ଖାତା ଅଛି। 

ମାଧବୀ - ମାମା ମୋତେ ଭଲ କରି ସଜବାଜ କିରିଦିଅ। ହଉ ହଉ ଚାଲେ ସଜବାଜ କରିଦେଉଛି। 

ସୁନା - ଦିଦି ଚାଲେ ଯିବା କଲେଜ ସମୟ ହେଇଯାଉଛି। 

ଅନିତା - ହଁ ବେଟା ମୁଁ ଯାଉଛି। ତୁ ଏବେ ତଳକୁ ଯା ‌। 

ମାଧବୀ - ମହାରାଣୀ ସବୁ ନେଇ ଯାଇଛୁ । 

ଅନିତା - ମା ମୋତେ ଚାଳିଶି ଟଙ୍କା ଦେଉ ।  

ମାଧବୀ - ହେଲେ କ'ଣ ପାଇଁ ଦେବି ?

ଅନିତା - ଗୁପଚୁପ ଖାଇବା ପାଇଁ ।  

ମାଧବୀ - ହଁ ଦେଉଛି । ତୁ ସୁନି କୁ ବି ଦେବୁ ଚାଳିଶି ଟଙ୍କା। ତୋର ଓ ସୋନି ର ଚାଳିଶି ଟଙ୍କା । ମନେ ରହିଲା। 

ଅନିତା - ହଁ 

ଅନିତା - ସୋନି ଚାଲେ ଯିବା କଲେଜ। 

ଅନିତା - ସୋନି ଧରେ ଚାଳିଶି ଟଙ୍କା ମାମା ଦେଉଛନ୍ତି। 

ସୁନା - ହେଲେ ମୋତେ କ'ଣ ପାଇଁ ? 

ଅନିତା - ମୁଁ ତୋ ସବୁ ପ୍ରଶ୍ନ ର ଉତ୍ତର ଦେବା ପାଇଁ ବାଧ୍ୟ ନୁହେଁ। 

କିଛି ସମୟ ପରେ ଦୁଇ ଭଉଣୀ ଏକାସାଥି କଲେଜ ପହଁଚିଗଲେ । 

ସୁନା - ଦିଦି ମୁଁ ଯାଉଛି । 

ଅନିତା - ହଁ ଯା ।

ରିସଫ - ଅନିତା ତୁ ଏଠି କ'ଣ କରୁଛୁ ? 

ଅନିତା - କିଛି ନୁହେଁ। 

ରିସଫ - ଏବେ ଚାଲ କଲେଜ । ଆଜି ତୋର ମନେ ଅଛି। Biology Practical ଅଛି । 

ଅନିତା - ହଁ ମୋର ମନେ ଅଛି ଆଜି Biology Practical ଅଛି। ତା ସହ ମୁଁ Practical ଖାତା ଆଣିଛି।

ଅନିତା - ରିସଫ ତୁ ଏବେ କେଉଁ ରୁମ୍ ଯିବୁ ? 

ରିସଫ - ମୁଁ ସାତ ନମ୍ବର ରୁମକୁ ଯୀବି ।

ଅନିତା - ରିସଫ ତୋର ଯୋଉ ବିଭାଗ ମୋର ସେଇ ବିଭାଗ। 

ରିସଫ - ହେଲା ମୁଁ ଜାଣିଛି। କହିବା କିଛି ଦରକାର ନାହିଁ।

ଅନିତା - ଏବେ ଚାଲ କ୍ଲାସ କରିବା ।

ରିସଫ -‌ ହଁ ଚାଲେ ‌।


ଜୀବବିଜ୍ଞାନ କ୍ଲାସ ଆରମ୍ଭ ହେଲା ।

( ରୁମ୍ ନମ୍ବର - ସାତ)


     କିଛି ସମୟ ପରେ ରିସଫ ମୁଁ ମିଶି କ୍ଲାସ ରେ ଗୋଟିଏ Project କଲୁ। ଅଧ୍ୟାପକ କହିଲେ Project ଭଲ ହୋଇଛି । 

ତା ପରେ ବିଜ୍ଞାନ ପରିଷଦ କୁ ଗଲୁ। ସାର୍ ଆମକୁ practical ବିଷୟରେ ବୁଝାଇଲେ। 

Practical class ସରିଲା । ସାରେ କହିଲେ ସବୁ ପିଲା ମାନେ ଆସନ୍ତା କାଲି ସମସ୍ତେ Practical Record ଦେଖାଇବ । ନ ହେଲେ ତୁମ ମାନଙ୍କୁ ମାର୍କ ମିଳିବ ନାହିଁ।  ଯଦି ଖାତାରେ ଲେଖ ନଥିଲେ । କୌଣସି ମାର୍କ ମିଳିବ ନାହିଁ । ଖାତାରେ ସୁନ୍ଦର ଲେଖା ଲେଖିଲେ ତୁମର ଖାତା ମୂଲ୍ୟାୟନ ହେବ ନାହିଁ । ଏହା ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି ।  

ଅନିତା - ରିସଫ ତୁମେ ଦେଖିବାକୁ ପୁରା ହଟ୍ । କହିବା ମାନେ ହେଲା ଦେଖିବାକୁ ରାଜକୁମାର ପରି । 

ରିସଫ - ତୁମେ ଦେଖିବାକୁ ବହୁତ ସୁନ୍ଦର ।

ଅନିତା - ସତରେ ଦେଖିବାକୁ ମୁଁ ବୋହୁତ ସୁନ୍ଦର । 

ରିସଫ - ହଁ ବେବି । ଦେଖିବାକୁ ତୁମେ ବୋହୁତ ସୁନ୍ଦର । ତୁମେ ଅନୀତା ପ୍ରକୃତିର ରାଣୀ ହେବା କଥା ‌ । 

ଅନିତା - ହଁ ସତରେ ରିସଫ ମୁଁ ପ୍ରକୃତିର ରାଣୀ ପରି ଲାଗୁଛି । ତା ହେଲେ ଭଲ କଥା । 

ଅଧ୍ୟାପକ - ଏଇ ଏଇ ଏ କ'ଣ ? 

ରିସଫ - ସାରେ କିଛି ନାହିଁ । 

ଅଧ୍ୟାପକ - ତୁମେ ଗୁରୁଜୀ ଗୁରୁମା ଙ୍କୁ ବୋକା ବୋନେଇ ପାର। ହେଲେ ଅଧ୍ୟାପକ ଙ୍କ ଆଖି ସବୁବେଳେ ଖୋଲା । ମୁଁ ଇଂରାଜୀ ପଢାଇଲା ବେଳେ ତୁମେ କ'ଣ କଥା ହେଉଥିଲ । 

ଅନିତା - ସାରେ ଆପଣ ଏମିତି କାହିଁକି ହେଉଛ । ଆମେ ପାଠ ପଢା ବିଷୟରେ କଥାବାର୍ତ୍ତା ହେବ ନାହିଁ । 

ଅଧ୍ୟାପକ - ପାଟି ଚୁପ୍ କରେ ନ ହେଲେ ମୁଁ ତୁମ ଦୁଇ ଜଣଙ୍କର ନାମରେ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରିବି ।

ବିକି ( ଖରାପ ଯୁବକ ) - ସାଙ୍ଗ ତାଙ୍କୁ ଦେଖିଲେ ମୋ ଦେହ ଭିତରେ କ'ଣ ହେଇଯାଉଛି ? 

ଶୁଭମ - ବିକି ତୋର କ'ଣ ହେଉଛି ? ଭିତରେ ତୋର କ'ଣ ଜଲୁଛି । 

ବିକି - ଛାତିରେ ଭିତରେ ଜଳୁଛି । ତା ସୁନ୍ଦର ଚେହେରା ଦେଖି। 

ବିଜ - ହଁ ସାଙ୍ଗ ମୋ ଦେହରେ ହଟ୍ ହେଉଛି । ସେ ଝିଅର ସୁନ୍ଦର ଚେହେରା ଦେଖି। 

ଓମ୍ - ବିକି ତୁ ଗୋଟିଏ କାମ କରେ। ସେ ଝିଅର ଟିକେ ମଜା କରେ । ସେ ଆମ ଜାଲ ରେ ନିର୍ଣ୍ଣୟ ପଡ଼ିବ । 

ବିକି - ଓମ୍ ତୁ ଠିକ୍ କହିଛୁ । ଆମେ ସେୟା କହିବା । 

ବିଜ - ସାଙ୍ଗ ଆଜି ରାତିରେ ମାଲ୍ ପାଟି କରିବା । 

ଶୁଭମ୍ - ସାଙ୍ଗ ମାନେ ଆଜି ରାତି ସାରା ଆମେ ମଦ ପିଇବା। 

ନାଚ ଗୀତରେ ଟାଇମ୍ ପାସ୍ କରିବା । 

      ଏବେ କଲେଜ ଛୋଟି ହେଲା ସବୁ ପିଲା ପାର୍କ ଆସି ନିଜ ନିଜ Girl Friend / Boy Friend ସହ କଥାବାର୍ତା ହେଲେ । ଖରାପ ଯୁବକ ର ସାଙ୍ଗ ମାନେ ପାର୍କ ବସି ଯୋଜନା କରୁଥିଲେ । ଅନିତା ବିଷୟରେ ଆଲୋଚନା କରୁଥିଲେ । ଖରାପ ଯୁବକ/ ବାତରା ପିଲାମାନେ ଆଲୋଚନା କରୁଥିଲେ।

ବିଜ - ବିକି ଆମେ ପୁଅ ପିଲା ଲାଜ କରିବା କିଛି ଦରକାର ନାହିଁ। ତୁ ଅନୀତା କୁ Propose କରିବୁ । 

ଅଭି - ଆରେ ସାଙ୍ଗ ଯାହା ହେଲେ ଆମେ ତୋ ସହ ଅଛୁ ।  

ଓମ୍ - ତୁ ଅନିତା କୁ Propose କରେ । କଲେଜ ମାନେ ପ୍ରେମ କରିବା । କଲେଜରେ କିଛି ପାଠ ପଢା ନାହିଁ। 

ଶୁଭମ୍ - ଆରେ ସାଙ୍ଗ ତୁ କାହାକୁ ଭୟ କରିବା ଦରକାର ନାହିଁ। 

ସୁନା - ଦିଦି ତୁ ଗୁପଚୁପ ଖାଇବୁ କି ? 

ଅନିତା - ଆଜି ମନ ହେଉ ନି । ସୁନି ତୁ ଗୁପଚୁପ ଖାଇବୁ ଯା । 

ମୁଁ ରିସଫ ସହ କ୍ୟାଣ୍ଟିନ ରେ ଯାହା କିଛି ଖାଇଦେବି । ତୁ ଏବେ ଘରକୁ ଯା । 

ସୁନା - ହଁ ଯାଉଛି । ତୁ ଭଲରେ ଆସୁଛିବୁ ।

ଅନିତା - ହଁ ବେଟା ମୁଁ ଆସିବି ତୁ ଏବେ ଘରକୁ ଯା । 

ରିସଫ - ଅନୀତା ତୁମେ ଏ ପର୍ଯ୍ୟନ୍ତ ଘରକୁ ଯାଇନ । 

ଅନିତା - ରିସଫ ଆଜି ତୁମର ମୋର କ୍ୟାଣ୍ଟିନ ରେ ଖାଇବା ପିଇବା ମଜା କରିବା 

ଅନିତା - ଠିକ୍ ଅଛି । 


          କ୍ରମଶଃ




Rate this content
Log in

Similar oriya story from Horror