Tilottama Prusty

Abstract

4.1  

Tilottama Prusty

Abstract

ଅପୂର୍ବ ଅଟେ ତୋର ଲିଳା

ଅପୂର୍ବ ଅଟେ ତୋର ଲିଳା

1 min
296


 ଚକାଡୋଳା , ଅପୁର୍ବ ଅଟେ ତୋର ଲିଳା

      ରେ ଚକାଅପୁର୍ବ

ଯୁଗେ ଯୁଗେ ଜନ୍ମି ପାପିକୁ ସହଁ।ରୁ,

         ଲଗାଉ ଆଚମ୍ବିତ ଖେଳାରେ ।


ଦ୍ଵାପର ଯୁଗର, କୃଷ୍ଣ ଅବତାରେ

          କଂସକୁ ଯାଇ ମାରିଲୁ

ତ୍ରେତୟା ଯୁଗରେ, ରାମ ଅବତାରରେ

          ରାବଣକୁ ମାରି ଥିଲୁ।


ରେ ଚକାଡୋଳା !

ସତ୍ୟ ଯୁଗରେ, ସ୍ତମ୍ବରୁ ବାହାରି

           ହିରଣ୍ମୟ ବଦ୍ଧ କଲୁ

ଏ କରି ଯୁଗରେ କଳିକି ନାମରେ

          ପୁରୀରେ ଯାଇ ରହିଲୁ।

ରେ ଚକାଡୋଳା !



Rate this content
Log in

Similar oriya story from Abstract