STORYMIRROR

Lina Dhal

Fantasy Others

3  

Lina Dhal

Fantasy Others

ଅନୁମତି

ଅନୁମତି

1 min
605

ମିଶ୍ରବାବୁ ହଠାତ୍ ବାହାରକୁ ଆସି ଦେଖିଲେ, ଗେଟ୍ ଟା ଅଧା ଖୋଲାଅଛି। ଗେଟ୍ ଟା ବନ୍ଦକରିବାକୁ ଯାଇ ଦେଖିଲେ... ଆରେ ତୁ ଏପଯର୍ଯନ୍ତ ଏଇଠି ଛିଡାହୋଇଛୁ ଯାଇନୁ। ହଁ ଆଜ୍ଞା ଆଜି ଆପଣ ମୋତେ ପେଟପୁରା ଖାଇବାକୁ ଦେଲେ, ଆପଣଙ୍କ ଅନୁମତି ନ ନେଇ କେମିତି ପଳେଇଥାଆନ୍ତି। ହଉ

ତେବେ ତୁ ଯାଆ କହି ଗେଟ୍ ବନ୍ଦ କରୁ କରୁ ପୁଅ ବାଇକ୍ ଟିକୁ ଆଣି ଛିଡା କରେଇଦେଲା । ମିଶ୍ର ବାବୁ ପଚାରିଲେ କାଲି ରାତିରେ କୁଆଡେ ରହିଗଲୁ ଟିକେ ଜଣେଇଲୁନି। ତମ ଅନୁମତି ନେବାଟା କଣ ନିହାତି ଦରକାର ପୁଅ ଚଢାଗଲାରେ ଉତ୍ତର ଦେଲା।

ଲିନା ରାଣୀ ଧଳ ମଙ୍ଗରାଜ

ମାର୍ଫତ ଶ୍ରୀ ଏଲ୍. କେ ମଙ୍ଗରାଜ

ଶତବ୍ଦୀ ନଗର, ଭୂବନେଶ୍ବର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy