STORYMIRROR

ABADHOOT PANDA

Romance

2  

ABADHOOT PANDA

Romance

ଯୁବା ତରଙ୍ଗ

ଯୁବା ତରଙ୍ଗ

1 min
15

ନୀଳ ଆକାଶ ତଳେ ଅସୀମ ଦିଗବଳୟ

ଝଙ୍କାର କରେ ମନ ପ୍ରାଣେ ପ୍ରଶାନ୍ତ ନିଳୟ l

କାମନାର ଉତ୍ସ ମନେ ଆଣିଦିଏ ବିକାର

କୁମୁଦ ମୁଖ ଦର୍ଶନେ ଖେଳେ ସୁଖର ଆସର l



Rate this content
Log in

Similar oriya poem from Romance