STORYMIRROR

Jeevan Pradeep Pradhan

Tragedy

3  

Jeevan Pradeep Pradhan

Tragedy

ଯଦି ମୁଁ ମରିଯାଏ

ଯଦି ମୁଁ ମରିଯାଏ

1 min
216

ଯଦି ମୁଁ ମରିଯାଏ ଆଜି ରାତିରେ

ତେବେ କଣ ଅଟକି ଯିବ ପୃଥିବୀ ଘୂରିବା?

ନା ଅଟକିଯିବ କାଲିର ସୂର୍ଯ୍ୟୋଦୟ?

ଅନ୍ଧାର ଭିତରେ ଖାଲି ହଜି ଯିବି ମୁଁ 

ଦୂର ଦିଗବଳୟରେ ସଂସାରକୁ ଦେଖି ହସୁଥିବ ମୋ ଆତ୍ମା

ଖୁସି ହେଉଥିବ ଏବମ୍ଭୂତ ସଂସାରକୁ ତ୍ୟାଗ କରିଥିବାରୁ

ଅଲୋଡା ଜୀବଟିଏ ନୀରବରେ ଶୋଇଥିବ।

କିଛି କ୍ଷଣ ଭିତରେ ପାଉଁଶ ହୋଇ ମିଳେଇ ଯିବ ମାଟିରେ

ହେଲେ ମୋ ଆତ୍ମା ମୁରୁକି ହସୁଥିବ ଦୂର ଦିଗବଳୟରେ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy