STORYMIRROR

Susanta Dash

Inspirational

2  

Susanta Dash

Inspirational

ଉଲ୍ଲାସ

ଉଲ୍ଲାସ

1 min
13.7K


ମଣିଷ କାହିଁକି

ସୁଖ ସଂଭୋଗକୁ ଖୋଜେ

ସୁଖ ହିଁ ଦୁଃଖର ପ୍ରମୁଖ କାରଣ

ବୋଧହୁଏ ଏକଥା ମଣିଷ ଜାଣି ନଥାଏ

ସବୁ ଦୁଃଖରେ ହିଁ ସୁଖଟିଏ ଲୁଚି ରହିଥାଏ

ମୁଁ ଜାଣିଛି

ତେଣୁ ସାରା କାଳ ମୁଁ ହିଁ ସୁଖରେ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational