STORYMIRROR

Ayush Badhai

Abstract Classics Inspirational

4  

Ayush Badhai

Abstract Classics Inspirational

ଉଜନ

ଉଜନ

1 min
294


ହଜାର ହଜାର ଟଙ୍କାନେ ମିଲଶି 

ଲେକିନ୍ ପାୟାଲ ଗୁଡ଼େ ହିଁ ପିନ୍ଧା ଯାଇସି

ଆର୍ ଟିକିଲି ଟଙ୍ଗା ଟେ କେ ଆଇସି 

ହେଲେବି କପାଳେ ସଜେଇ ହେଶି ।। 


ଭଲ ମାର୍ଗେ ତ କେହି ନାଇ ଜାନ ....ଆଜ୍ଞା 

ଲେକିନ ଖରାବ୍ ମାର୍ଗେ ସଭେ ଜାଏସନ୍

ହେଥିର ଲାଗି ମଦୱାଲା କାହିଁ ନାଇ ଯାଏ 

ଲେକିନ ଗୁରସୱାଲା ଘର ଘର କେ ଯାଏସି ....

ଗୁରଶ୍ ୱାଲା କେ ସବୁବେଳେ ପଚରାସନ୍ 

 ଯେ ପାଏନ କେତେ ମିଶେଇଛୁ 

ହେଲେ ମଦ ଥି ନିଜେ ପାଏନ ମିଶେଇ କରି ପିଇସନ୍ ।।


ନୁନ ଲେଖେ କଡୱା ଜ୍ଞାନ ଦେଲା ଲେଖେ

ସେ ସାଙ୍ଗ ହିଁ ସଚ୍ଛା ସାଙ୍ଗ ବହାରିଶି 

କାଜେ କି ମିଠା ମିଠା କହୁଥିବା ଲୋକ ତ 

ଚାକଲୁଶି ବି କରି ପାରଶି।

ଇତିହାସ ସାକ୍ଷୀ ଅଛେ ନୁନ୍ ଥି ଆଏଜ୍ ତକ୍

ପୋକ୍ ନୁହେଁ ଲାଗନ୍

ଲେଲିନ ମିଠା ଥି ସବୁ ବେଳେ 

ପୋକ ଲାଗିବାର ଡର ଲାଗି ରହେଶି।।


ୱା ରେ ମୁନୁଷ୍ ତୋର ସ୍ଵଭାବ 

ମଲା ମୂର୍ଦାର କେ ହାତ ଲଗାଲେ 

ଗାଧିଲେ ଜାକିର ଘର କେ ଆଇସୁ

ଲେକିନ୍ ଯିଏଲା ଜୀବ ମାନଙ୍କୁ 

ନିଜେ ମାରି ମାରି କରି ଖାଇସୁ ।।


ଇ ମନ୍ଦିର ମସଜିଦ ବି 

ଅଜବ ଜାଗା ଆଏ ହୋ 

ଯେନଠାନେ ଧନୀ ମାନେ ଭିତରେ ଆଉ 

ଗରିବ ମାନେ ବାହାରେ ଭିକ ମାଗିସନ ।।


ନୂଆ ଯୁଗ ର ନୂଆ 

ଦୁଃଖ ଭରା ଉପହାର 

ବେଲ ଥାଉ ଥାଉ ହୁଅ ହୁସୀୟର

ହେଥିର୍ ଲାଗି ଜିନିଷ ର ଦାମ୍

ମାଏନେ ନାଇ ରଖଶି

ତାର କୃତି ହିଁ ମାଇନେ ରଖଶି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract