STORYMIRROR

Fulei jhia

Romance

3  

Fulei jhia

Romance

ତୁମେ

ତୁମେ

1 min
199

ତୁମର ଆସିବା ଅପେକ୍ଷାରେ

ଗତ କାଲିର ଝଡ଼ ରାତିରେ ବି

କଅଁଳି ଉଠିଥିଲା ମୋ ଦେହର

ନବପଲ୍ଲବର ଯୈବନ ।

ହେଲେ ଦେଖ,

କାଲିର ଅନେକ ଝଡ଼ ପରେ ବି

ନ ଝଡ଼ି, ଅପେକ୍ଷା କରିଛି ଆଉ ଏକ

ଝଡ଼ ରାତିକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Fulei jhia

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance