STORYMIRROR

SUBHRANSU SEKHAR MAHUNTA

Abstract

3  

SUBHRANSU SEKHAR MAHUNTA

Abstract

ତମ ବିରହରେ

ତମ ବିରହରେ

1 min
508

ଘନନୀଳ ଜ୍ୟୋସ୍ନା ରାତିର

ନୀରବ ଅଭିସାର ଭଳି

ତମ ହୃଦୟ ଭିତରେ

ଅସୁମାରୀ ଇଛା ସବୁ

ଅକସ୍ମାତ୍ ନୀରବି ଗଲାପରେ ,

ମୋ ଜୀବନ ପ୍ରଶସ୍ତ ଚଟାଣରେ

ଅଶ୍ରୁଭରା ମୋ ଜୀବନଲିପି

ମୁଁ ନିଜେ ଲେଖୁଛି

ଅହୋରାତ୍ର ଝରୁଥିବା

ଆଖିର ଲୁହରେ ।।।।


ଶ୍ରୀ ଶୁଭ୍ରାଂଶୁ ଶେଖର ମାହୁନ୍ତ

ସାଳନ୍ଦୀ ବାଇପାସ୍, ଭଦ୍ରକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SUBHRANSU SEKHAR MAHUNTA

Similar oriya poem from Abstract