STORYMIRROR

SUBHRANSU SEKHAR MAHUNTA

Abstract

3  

SUBHRANSU SEKHAR MAHUNTA

Abstract

ବାଲିଚର

ବାଲିଚର

1 min
290

ଖରାଦିନ ।

ସାହାରାର ଖଇଫୁଟା ବାଲି

ମୃଗତୃଷ୍ଣା କେଉଁ ଏକ

ଅଜଣା ' ଓଏସିସ୍ ' ପାଇଁ


ଚାରିଆଡେ ବର୍ବରତାରେ ପୂର୍ଣ

ଚାରିପାଖେ ନିହାତି ବିବର୍ଣ୍ଣ


ଶୂନ୍ ଶାନ୍ ଲାଗୁଛି ଖାଲି

ଆଞ୍ଜୁଳାଏ ଜଳର ଆଶାରେ

ଅଛି କେବଳ ମୁଠା ମୁଠା ବାଲି


ଲିଭିଯାଏ ଆଶା

ମରିଯାଏ ତୃଷ୍ଣା


କେବଳ ପଡିଥାଏ

ସରୁ ବାଲିଚର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SUBHRANSU SEKHAR MAHUNTA

Similar oriya poem from Abstract