Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Romance

1  

LAXMAN KUMAR BEHERA (ଯତି)

Romance

ସତ କହୁଛି

ସତ କହୁଛି

1 min
1.4K


କେମିତି

ମୁଁ ତୁମକୁ ଭୁଲିଯିବି ?

ସହଜ ନୁହେଁ,

ତୁମେ ମୋତେ ଭୁଲିଯିବ !!!

ଜନ୍ମ ଜନ୍ମାନ୍ତରେ

କେବେବି ହେବାକୁ ଦେବିନି,

ଯେତେ ବାଧାବିଘ୍ନ ଆସିଲେ ବି

ସତ କହୁଛି ।

ମୁଁ, ମୋର ଅଧିକାର ହାସଲ କରିବି

ତୁମ ଠାରୁ •••


କବି କୁଟୀର

ଦଣ୍ଡାସିଂହା,ବାରକୋଟ

ଦେବଗଡ (ଓଡିଶା)

ମୋ- 09668242720


Rate this content
Log in

Similar oriya poem from Romance