STORYMIRROR

Saroj Kumar Jena

Tragedy

3  

Saroj Kumar Jena

Tragedy

ସମୟ ଦେଇଛି ଉତ୍ତର

ସମୟ ଦେଇଛି ଉତ୍ତର

1 min
26

       ଆଜି ସମୟ ଦେଇଛି ଉତ୍ତର 

.....( ଦରଦୀ କବି - ସରୋଜ କୁମାର ଜେନା )......

  ଆଜି ସମୟ ଦେଇଛି ଉତ୍ତର 

    ନିରବୀ ନିରବୀ

  ଅନ୍ତରର ଗଭୀର ପ୍ରଦେଶରୁ 

  ଶୁବୁଛି ତୁମର ସେହି କ୍ରନ୍ଦନର କଣ୍ଠ ସ୍ବର ..,

   ..............,,,,,,,,.......

  ଯେଉଁ କଣ୍ଠ ସ୍ୱର ତୁମର 

   ଦିନେ ମୋତେ ......

  କରିଥିଲା ଧିକାର ...।

 ଯୌବନ ବଳରେ ହୋଇଣ ଗର୍ବିତ 

    ମାନୁ ନଥିଲ ବାଛ ବିଚାର 

 ହେ ମୋର ପ୍ରତାରିକା ପ୍ରେୟସୀ ....,,

ଦେଖ .... ଦେଖ ..... ଦେଖ ....

  ମୁଁ ଆଜି ବହୁତ ଖୁସି ....।

  କାହିଁକି ଜାଣିଛ ...?

ସମୟ ସ୍ରୋତରେ ଆଜି 

  ସବୁଜ ପଲ୍ଲବରୁ ଶୁଷ୍କ ପଲ୍ଲବ ଭଳି 

ତୁମ ଯୌବନ ହୋଇଛି ମଳିନ ....,,

ମାତୃତ୍ଵ ଲାଭ କରିଣ  

  କୁଆଡେ଼ ଗଲା ତୁମର 

ଦିନେ ଖୋଜି ପାଇଥିବା ଧନ ଯୌବନ ....।

 ଜାଣିଛି .....ଆଜି ମୁଁ ......ଜାଣିଛି 

    ଖୋଜୁଛ ସେହି ପୁରୁଣା ଦିନ ଆଉ ଭଲ ମନ

 କିନ୍ତୁ ଆଉ କି ଖୋଜିଲେ ତୁମେ ହେବ ମୋର ...,,

  ଦିନେ କରି ମୋତେ ପର , ଧରିଲ ଧବ କର 

  ତୁମେବା ଆଜି ଆଉ କାହାର ......

   ଆଜି ସମୟ ଦେଇଛି ଉତ୍ତର .....

     ଆଜି ସମୟ ଦେଇଛି ଉତ୍ତର ......।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy