STORYMIRROR

Hemant Behera

Romance Classics Inspirational

3  

Hemant Behera

Romance Classics Inspirational

ସ୍ମୃତି ତୁମେ

ସ୍ମୃତି ତୁମେ

1 min
181

ବେଳେ ବେଳେ ଭାବୁଛି

ଜୀବନରୁ କିଛି ମୁହୂର୍ତ୍ତ ଚୋରି କରି

ସମୟରୁ କିଛି ପଛକୁ ଫେରିଯିବି

କିଛି ସ୍ମୃତି ହଜିଯାଇଛି..

ସେମାନଙ୍କୁ ଖୁଣ୍ଟି ନିଜ କୋଳରେ ନେଇନେବି

ତୁମ ପାଖରେ ଯିଏ ପହଞ୍ଚି ପାରିନଥିଲେ

କିଛି ଚିଠି ଅସମ୍ପୂର୍ଣ୍ଣ ଅଟେ..

ଯାହା ଆମେ ଶୁଣି ନଥିଲେ

କିଛି ଉତ୍ତର ଅସମ୍ପୂର୍ଣ୍ଣ ଅଟେ।

ମୋ ଆଖିରୁ ରାଗି

କିଛି ନିଦ ଅସମ୍ପୂର୍ଣ୍ଣ ଅଟେ,

ମୋ ଆଖି ପଲକରେ ଥିବା

କିଛି ସ୍ୱପ୍ନ ଅସମ୍ପୂର୍ଣ୍ଣ ଅଟେ।

ଭାବୁଛି ସେ ସବୁ ସ୍ବପ୍ନକୁ

ଆଖି ପଲକରେ ଲୁଚେଇ ଦେବି।


Rate this content
Log in

Similar oriya poem from Romance