STORYMIRROR

Hemant Behera

Others

3  

Hemant Behera

Others

ମୁଠେ ବାସ୍ନା

ମୁଠେ ବାସ୍ନା

1 min
199

ସ୍ମୁତିର ପଣତରେ

ମୁଠେ ରଜନୀଗନ୍ଧା ଫୁଲର ବାସ୍ନା

ହଳଦୀବସନ୍ତ ଡେଣାରେ 

ଆଉ ଟିକେ ହଳଦୀ 

ଆଖିରେ ଆଉ ଟିକେ କଜଳ ଲଗାଇ 

ଉଡାଇ ଦେଲେ

ସେ କ'ଣ କହିପାରିବ ଖବର

ନା ଦେଇ ପାରିବ ଚିଠି

କେମିତି ଜାଣିବ 

ମତେ ସଂକ୍ରମିତ କରିଛି 

ଗୋଟେ କାକର ଋତୁର ଉଷ୍ମତା ଏବଂ 

ମୁଁ ହେମନ୍ତ ବୋଲି।


Rate this content
Log in