STORYMIRROR

Prafulla Chandra padhi

Romance Others

2  

Prafulla Chandra padhi

Romance Others

ସ୍ମୃତି ର ଋତୁ

ସ୍ମୃତି ର ଋତୁ

1 min
153

ଫୁଲଂକ ମେଳା

କେତେ କେତେ ଦୋଳି ଖେଳା

ସବୁ ପୃଷ୍ଠା ଏବେ ଜକ ଜକ କରେ

ମଧୁ ବୋଳା ମଧୁର ସ୍ୱପ୍ନ

ଏବେ ଯାହା ସ୍ମୃତି

ମୁଁ ଜାଣେ, ତମେ ଆଉ ପହଂଚିବନି

ମୋ ପରିଧିରେ

ବଦଳିଛି ଋତୁ ॥

ମୋର ଆଖିରେ ଶ୍ରାବଣ

ତମରି ଆଖିରେ ସ୍ୱପ୍ନ ର ଫଗୁଣ ॥

ତମ ଚିଠି ପାଇବା ପରେ

ବନ୍ୟା ଆମ ଗାଁ ରେ ॥



Rate this content
Log in

Similar oriya poem from Romance