STORYMIRROR

SATYABHAMA BEHERA

Inspirational Children

3  

SATYABHAMA BEHERA

Inspirational Children

ସମ୍ଭାବନା

ସମ୍ଭାବନା

1 min
335

ଆଜିର କଳିକା କାଲିର ଫୁଲ

ଦେଇପାରିବ କି ତାହାର ମୂଲ।


  ଶିଶୁ ଘରେ ଥିଲେ ଘର ହୁଏ ମନ୍ଦିର

 ଶିଶୁ ପାଇଁ ହସେ ସଂସାର।


 କ୍ଷୁଦ୍ର କର ମଧ୍ୟେ ଝରାଇ ସାଗର

ଶିଶୁ ହେବ ସମ୍ଭାବନାର ଆଧାର।


ଚିରି ପାରେ ଅମାବାସ୍ୟାର ଅନ୍ଧାର

ନେଇ ପାରେ ଦୀପର ଆକର।


ନୁହେଁ ସେ ମାଟି ଅବା ପଥର

ସେ ଜୀବଶ୍ରେଷ୍ଠ ପ୍ରକୃତିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational