STORYMIRROR

Durga Madhaba Maharana

Abstract

3  

Durga Madhaba Maharana

Abstract

ସଜ୍ଞା

ସଜ୍ଞା

1 min
114

 

ଜୀବନର ମାନେ କି ବଂଚିବା ଏଠାରେ

   ମରଣ ମାନେ କି ମରିବା

ହସ ମାନେ ଖାଲି ହସିବା କି ସାର

    କାନ୍ଦ ମାନେ ଖାଲି କାନ୍ଦିବା

ବଂଚିଥାଇ ମଧ୍ୟ ମୃତ୍ୟୁର କଷଣ

    ଲଭିଥାଏ ଏଠି ପ୍ରାଣ

ସୁକୃତରୁ ପୁଣି ମଲାପରେ ମଧ୍ୟ

    ଜନମାନସେ ଜୀବନ

ହସି ହସି ଜନେ କାନ୍ଦି ଦେଉଥାନ୍ତି

   କାନ୍ଦରେ ବି ହସ ଥାଏ

ତଥାପି କାହିଁକି ଆମ ଭାବନାରେ  

     ଭିନ୍ନ ଭିନ୍ନ ସଜ୍ଞା ଥାଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract