STORYMIRROR

Durga Madhaba Maharana

Others

2  

Durga Madhaba Maharana

Others

ସଞ୍ଗା

ସଞ୍ଗା

1 min
159

ସଞ୍ଗାଜୀବନ ମାନେ କି ବଂଚିବା ଏଠାରେ

ମରଣ ମାନେ କି ମରିବା

ହସ ମାନେ ଖାଲି ହସିବା କି ସାର

କାନ୍ଦ ମାନେ ଖାଲି କାନ୍ଦିବା

ବଂଚି ଥାଇ ମଧ୍ୟ ମୄତ୍ୟୁ ର କଷଣ

ଲଭିଥାଏ ଏଠି ପ୍ରାଣ

ସୁକୃତରୁ ପୁଣି ମଲାପରେ ମଧ୍ୟ

ଜନମାନସେ ଜୀବନ

ହସି ହସି ଜନେ କାନ୍ଦି ଦେଉଥାନ୍ତି

କାନ୍ଦରେ ବି ହସ ଥାଏ

ତଥାପି କାହିଁକି ଆମ ଭାବନାରେ

ଭିନ୍ନ ଭିନ୍ନ ସଞ୍ୟା ଥାଏ?


Rate this content
Log in