STORYMIRROR

Rashmita nayak

Inspirational

3  

Rashmita nayak

Inspirational

ଶ୍ରୀ ଗଣେଶ

ଶ୍ରୀ ଗଣେଶ

1 min
121


ସଜା ହେବ ସାହି ବାଜିବ ବାଜା

ଆସିଛି ପରା ଆଜି ଗଣେଶ ପୂଜା l


ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଦିନ

ହୋଇଥିଲ ପ୍ରଭୁ ତୁମେ ଜନମ l


ବିଘ୍ନକୁ ନାଶକରି ତୁମେ ବିଘ୍ନବିନାଶନ

ହୋଇଛନ୍ତି ମୂଷିକରାଜ ତୁମ ବାହନ l


ମାତା ପାର୍ବତୀଙ୍କ ଠାରୁ ହୋଇ ଜନମ

ପରିଚିତ ହେଲ ହୋଇ ଗଜାନନ l


ଦୋଷ କ୍ଷମାକର ପ୍ରଭୁ ମୁଁହି ବୁଦ୍ଧିହୀନ

କୃପା କଲେ କରିଚାଲିଥିବି ମୁଁ ପୂଣ୍ୟ l



Rate this content
Log in

Similar oriya poem from Inspirational