STORYMIRROR

Prakruti Pujak

Tragedy

2  

Prakruti Pujak

Tragedy

ଶୋକ ଛାୟା ଆଜି ପୁର ପଲ୍ଲୀରେ

ଶୋକ ଛାୟା ଆଜି ପୁର ପଲ୍ଲୀରେ

1 min
332


ଶୋକ ଛାୟା ଆଜି ପୁର ପଲ୍ଲୀରେ

ରାଜ୍ୟ ରାଜଧାନୀ ଅବା ଦିଲ୍ଲୀରେ

ବାଟେଘାଟେ ଶୁଭେ ଆକ୍ରୋଶ ସ୍ଵର

ବାତାୟନେ ବାତ କରେ ଅସ୍ଥିର

ସବୁ ଲାଗେ ଖାଲି ଖାଲି

ଅବୁଝା ମନଟା ହୁଏ ଛଟପଟ

ଅଭୁଲା କି ହେବ ଭୁଲି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy