Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakruti Pujak

Others

2  

Prakruti Pujak

Others

ରାଷ୍ଟ୍ରରେ ରାଷ୍ଟ୍ର ହେଲାଣି

ରାଷ୍ଟ୍ରରେ ରାଷ୍ଟ୍ର ହେଲାଣି

1 min
182


ରାଷ୍ଟ୍ରରେ ରାଷ୍ଟ୍ର ହେଲାଣି

ବୀର ଯବାନ କାହାଣୀ

ବାଇଧନରେ ,

ଦେଖ ସଭିଙ୍କ ଚାହାଣି .


ହିଆରେ ଜଳୁଛି ବହ୍ନି

ବହ୍ନିର ଉତ୍ତର ବହ୍ନି

ବାଇଧନରେ ,

ଅଚିହ୍ନା ଯିବେ ଟି ଚିହ୍ନି .


ପାଶୋରା ଯାଇନି ମନୁଁ

ଘଟଣା ଘଟିଲା ଦିନୁଁ

ବାଇଧନରେ ,

ପାଶୋରି ହବନି ମନୁଁ .


ଲେଖିବି କି କଥା କହ

ଏବେ ବି ଝରୁଛି ଲୁହ .

ବାଇଧନରେ ,

ଦେଶ କାନ୍ଦେ ଅହରହ .


କା ଲାଗି କେ ମରେ ଆଜି

ଏ କଥା ମନକୁ ହେଜି

ବାଇଧନରେ ,

ବୁଦ୍ଧି ତ ଯାଉଛି ହଜି .


Rate this content
Log in