STORYMIRROR

Prasanta kumar Mangaraj

Children

3.0  

Prasanta kumar Mangaraj

Children

ଶୀତ ଆସିଲାଣି

ଶୀତ ଆସିଲାଣି

1 min
14K



ଶୀତ ଆସିଲାଣି ମିତ ଗାଆଁକୁ


ଥରାଇ ଦେଉଛି ଖୋଲା ଦେହକୁ ।


ଗରମ ପୋଷାକ ତାହାର ଲୋଡା


ମାମୁଁ ଆଣିଦେବେ ଯୋଡାକୁ ଯୋଡା ।


ପିନ୍ଧିବରେ ମିତ. ଗାଇବ. ଗୀତ


ଥରାଇ ପାରିବ ନାହିଁରେ. ଶୀତ ।


ଶୀତ ହୋଇଯିବ ସବୁରି. ମିତ


ଦେହରେ ମନରେ ଆଣିବ. ହିତ ।


Children's song


ପ୍ରଶାନ୍ତ କୁମାର ମଙ୍ଗରାଜ

ସା ସାହୁପଡା ପୋ ଭଟପଡା

ଭାୟା ନିରାକାରପୁର ଜି ପୁରୀ

ପିନ୍ ୭୫୨୦୧୯

ମୋ୯୬୬୮୧୪୪୫୭୨



Rate this content
Log in

Similar oriya poem from Children