STORYMIRROR

Prasanta kumar Mangaraj

Children

1  

Prasanta kumar Mangaraj

Children

ନାଆଁଟି ତାର ଦୁଶୁ

ନାଆଁଟି ତାର ଦୁଶୁ

1 min
110


ନାଆଁଟି ତାର ଦୁଶୁ

ଖସି ପଡିଲା କଳା ଘୋଡାର

ପିଠିରେ ବସୁ ବସୁ  । 

ନାଆଁଟି ତାର ଦୁଶୁ

ମାଛ ଥାଳିିିିଆରୁ କାଉ ମାଛ ନେଲା

ଘୋଡା ପାଇଁ ଋୁୁୁୁଶୁ ରୁୁୁଶୁ। 

ନାଆଁଟି ତାର ଦୁଶୁ

ଖେଳାଖେଳି କଥା ସବୁ ଭୁଲିଯାଏ

ଗଣିତ ତ କଷୁ କଷୁ। 

ନାଆଁଟି ତାର ଦୁଶୁ

ପାଠ ପଢୁଛିରେ ଭଲ ପିଲା ହେବ

ଟିକି ମନ ତାର ହସୁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children