STORYMIRROR

Prasanta kumar Mangaraj

Children

2  

Prasanta kumar Mangaraj

Children

ଅକଲ ମକଲ ଟକଲ ଟିଆଁ

ଅକଲ ମକଲ ଟକଲ ଟିଆଁ

1 min
181

ଅକଲ ମକଲ ଟକଲ ଟିଆଁ

ଆମ ଚାରି ପଟେ ଟୁବି ଗାଡିିି । 

ଟୁବି ଗାଡିଆ ରେ ମାଛ ବହୁୁୁୁତ

ମାଛ ଖାଇବାକୁ ବଗ ସାଥୀରେ

କାଉ ବସିି ଅଛି ସଂଗାତ ମିତ। 

ଡହ ଡହ ଖରା ଆସିିିିଲା

ଗାଡିିରୁ ପାଣି ଶୁୁୁୁୁୁଖିଲା

ଅଳପ ପାଣିରେ ମାଛମାନଙ୍କର

ଜୀବନ ଭାଳେଣି ପଡିିିଲା। 

କାଉଗୁଡିକ ବଗ ମିଶି ଅଇଲେ

ଟୁବି ଗାଡିଆ ରୁ ମନ ମଉଜରେ

ଗୋଟି ଗୋଟି ମାଛ ଖାଇଲେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children