Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

B Shankar Mishra. Zitunana

Comedy

3.3  

B Shankar Mishra. Zitunana

Comedy

ସେଦିନ

ସେଦିନ

1 min
211


ସେଦିନ ତୋ କଥା ଲାଗୁଥିଲା କେତେ ମିଠା,

ଏବେ କେତେବେଳେ ଖାରୁଆ ତ କେତେବେଳେ ଲାଗୁଛି ପୁରା ପିତା ।


ଦିନଥିଲା ତୋ ବିନା ରାତି ହେଉନଥିଲା ନିଦ, 

ଏବେ କିନ୍ତୁ ତୁ କଡରେ ଶୋଇଥିଲେ ବି ହେଉଛି ନିର୍ଘାତ୍ ନିଦ।


ଦିନଥିଲା ତୋ ଚାଲି ଶୁଭୁଥିଲା ଝୁଣୁଝୁଣୁ, 

ଏବେ କିନ୍ତୁ ଶୁଭିଲା ଦମ ଦମ ।


ଦିନଥିଲା ତୋ ହସରେ ଦେଖୁଥିଲି ଦୁଇଟା ଓଠ,

ଏବେ କିନ୍ତୁ ଦେଖିଲିଣି ଖାଲି ଦାନ୍ତ ।


ସେଦିନ ତୋ ଆଖି ମୋତେ ଦିଶୁଥିଲା୤ଗୋଲାପି,

ଏବେ କିନ୍ତୁ ଦିଶିଲାଣି ଲାଲି ।


ସେଦିନ ସେ ଭରୁଥିଲା ସୁଗନ୍ଧ,

ଏବେ କିନ୍ତୁ ଭରିଲାଣି ଦୁର୍ଗନ୍ଧ ।


ସେଦିନ ତା ସ୍ପର୍ଶ ଦେଉଥିଲା ଜିଇଁବାର ସ୍ୱାଦ,

ଏବେ କିନ୍ତୁ ଜଣାପଡେ ପାଦେପାଦେ ବିପଦ।


ସେଦିନ ଲାଗୁଥିଲା ସବୁକିଛି ପ୍ରେମ,

ଏବେ ସବୁ କିନ୍ତୁ ଲାଗଇ ବିଚ୍ଛେଦ ।


Rate this content
Log in

Similar oriya poem from Comedy