Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Nayak

Romance

4.0  

Priyanka Nayak

Romance

ସ୍ବାମୀ

ସ୍ବାମୀ

1 min
175


ଆସ ଫେରି ତୁମେ ,ଆକୁଳ ହୃଦୟ, 

ଅନାଇ ବସିଛି ତୁମକୁୁ, 

ପ୍ରେମ ପର୍ବ ପରା ପାଖରେ ହେଲାଣି, 

ବୁଝାଇ ପାରୁନି ମନକୁ। ।

ତୁମ କୋଳେ ଥିଲା ବାପା, ବୋଉ ସ୍ନେହ, 

ଶ୍ରେଷ୍ଠ ପୁୁୁରୁଷ ତୁମେ,

ମା' ସମ୍ବୋଧନ ଭୁଲି କି ପାରିବି 

ଭଲ ପାନ୍ତି କେତେ ଆମେ। ।

ଆଶା ନାହିଁ ମୋର ସୁୁନାର ଗହଣା, 

ଆଶା ନାହିଁ ପ୍ରତିିଶୃତି,

ଫେରି ଆସ ତୁମେ ମନ ମୋର ଚାହେଁ, 

ଆତ୍ମା ମୋ ପାାଇବ ଶାନ୍ତି। ।

ଭୋକୁୁୁଆ ପେଟରେ ଓଦା କନା ଦେଇ, 

ବୁଝାଇ ପାରିବି ମନ, 

ତୁମେ ଫେରି ଆସ ମନ ମୋ ବୁଝୁନି, 

ନ କରି ଦାଦନ କାମ।।

ପ୍ରେମ ପର୍ବ ପାାଇଁ ଦରକାର ନାହିଁ, 

ରୋଜ, ଟେଡି, ଚକୋଲେଟ ,

ସୁନ୍ଦର ସ୍ପର୍ଶରେ ଚୁମ୍ବନଟେ ଦେଲେ,

ସ୍ବର୍ଗୟ ସମାନ ପ୍ରେମ ଟେ ।।



Rate this content
Log in

More oriya poem from Priyanka Nayak

Similar oriya poem from Romance