Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

3  

Nilamani Thapa

Inspirational Others

ରାମ୍ ନାମ୍ ଜପ୍ ରେ ଭାଇ

ରାମ୍ ନାମ୍ ଜପ୍ ରେ ଭାଇ

1 min
136



ରାମ୍ ନାମ୍ କେ ଜପ୍ ରେ ଭାଇ

ହରି ନାମ୍ କେ ଜପ୍

ସଙ୍କଟ୍ ମୋଚନ୍ ମନ୍ତର୍ ଇଟା

ଜପି ଯା ଥର୍ ଥର୍ ।।


ରାମ୍ ନାମ୍ ଟୁଣେ ନେବାଟା

ଭକ୍ତିର୍ ଅସଲ୍ ବାଟ୍

ମନ୍ ଭିତରର୍ ମଇଲ୍ ଯାକର୍

ହେବା ସାପ୍ ସୁତର୍ ।।


ଅଜାମ୍ବିଲ ପାପିର୍ କଥା କେ

ମନୁ ଘାଏ ସୂର୍ତ୍ତା କର୍

ଜପ୍ କରି ସେ ପ୍ରଭୁର୍ ନାମୁ

ପାଇଛେ ପାପୁଁ ନିସ୍ତାର ।।


ରାମ୍ ଭକତ୍ ହନୁମାନ ଯେନ୍ତା

ଭକ୍ତି ମାର୍ଗେ ଥାଇ

ହେନ୍ତା ଭକ୍ତି ଭାବ୍ ରଖି ରଖିଥିଲେ

ଦିହୁଁ ଦୁଃଖ୍ ଯିବା ତରି ।।


ପ୍ରଭୁ ହେଉଛନ୍ ଭକତ୍ ସଖା

ଭକ୍ତି ଭାବେ ବନ୍ଧା

ଭାବର୍ ଦିଆ ନିଆ ହରି ନାମ୍

ଆମର୍ ହୃଦେ ବନ୍ଧା ।।


ଆର୍ ନାଇଁ କରୁ କେଭେଁ ହେଲା

ନାମ୍'କେ ଜପମା ମାଲା

ରାମ୍ ନାମ୍ ଜପୁଁ ଥିମା ରେ ଭାଇ

ହରି ନାମ୍ ଜପୁ ଥିମା ।।




Rate this content
Log in

Similar oriya poem from Inspirational