STORYMIRROR

Swati Mohapatra

Classics Inspirational Children

3  

Swati Mohapatra

Classics Inspirational Children

ପୁଣ୍ୟ ଆତ୍ମା

ପୁଣ୍ୟ ଆତ୍ମା

1 min
152

ପୁଣ୍ୟ ଆତ୍ମା ,

 ଜଗତ ରେ ନାହିଁ ଆଉ ତୁମ ପରି କେହି 

        ତୁମେ ଦୁହେଁ ମୋର ବଂଚିବା ର ରାହି

କାଇଁ ପଥର କୁ ପୁଜିବି ମୁ ଆଜି 

      ବାପା ମା ଅଛନ୍ତି ମୋ ପାଖେ ଚଲନ୍ତି ପ୍ରତିମା ସାଜି

ମନ୍ଦିର ରେ ସିନା ପଥର ରହିଛି ପଥର ର ଘରେ 

    ତୁମେ ଦୁହେଁ ଅଛ ଏହି ମନ ମନ୍ଦିର ର କୋଠରୀ ରେ

ସାତ ସମୁଦ୍ରର ଗଭିରତା ପରି ତୁମରି ଯେ ସ୍ନେହ ମମତା 

ଜୀବନରେ ମୋର ଫୁଲ ବରସାଇ ସୋଭାଗ୍ୟ ଦେଲ ହେ ।


              ପୁଣ୍ୟ ଆତ୍ମା ,

ଜନମ କାଳ ରୁ ଜୁୟୀ ଯାଏ ତୁମ ସୁଖ ଦିଅ

ମୋ ଜୀବନ ରୁ ଅସାର ଦୁଃଖ ଟାଣି ନେଇ 

ଦୁନିଆର ସବୁ ସୁଖ ମୋ କୋଳେ ଢାଳି ଦିଅ

ନିଜ ସୁଖ କୁ ନିଜେ ଫାଶୀ ଦେଇ ଆମକୁ ହସୁଥାଅ    

କିଏ ସେ ବୁଝିବ ମମତା ର ଗଭୀର 

ଏ ଜୀବନେ ତୁମେ ଅସାରନ୍ତି ସୁଖ ର ସାଗର 

କିଏ ବା ଅଛି ଏ ଧରା ବକ୍ଷ ରେ ସୁଝି ଦେବ ତୁମ ଋଣ 

ତୁମେ ଦୁହେଁ ମୋ ଜୀବନେ ଅପୂରଣୀୟ କୋଠ ଘର 

ଜଗତ ରେ ତୁମ ପରି ସରଳ ହୃଦୟ କେହି ନାହିଁ 

ଖରା ହଉ କି ଶୀତ କି ହଉ ଅବା ଝାଂଜି ଛାଇ 

ସବୁ ବେଳେ ପଣତ ଢାଙ୍କି ରହନ୍ତି ସେହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics