STORYMIRROR

Pratiksha Dash

Abstract

2  

Pratiksha Dash

Abstract

ପ୍ରତୀକ୍ଷା

ପ୍ରତୀକ୍ଷା

1 min
191

ଜାଣିଛି, ତୁ ଆସିବୁନି

ତଥାପି,ଚାତକ ପରି ଚାହିଁ ରହିଛି

ତୋ, ଆସିବା ବାଟକୁ

ବିତିଗଲାଣି,

ଦିନ ପରେ ଦିନ,

ମାସ ପରେ ମାସ,

ବର୍ଷ ପରେ ବର୍ଷ..

ତଥାପି ଜିଇଁଛି,'ବିଶ୍ଵାସ'

ତୁ ଆସିବୁ, ନିଶ୍ଚେ ଆସିବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract