STORYMIRROR

Pratiksha Dash

Abstract

2  

Pratiksha Dash

Abstract

'ଆଖି ର ଅନ୍ତରାଳେ'

'ଆଖି ର ଅନ୍ତରାଳେ'

1 min
148

ଏଇତ! ଅଛୁ ପ୍ରତିକ୍ଷଣେ

ମୋ ପ୍ରତିଟି ସ୍ପନ୍ଦନରେ

ଅବଶ ହୋଇଗଲେ କେବେ

ଜୀବନ ଯୁଦ୍ଧେ

ଅନୁଭବ କରେ

ତୋ,କୋମଳ କରସ୍ପର୍ଶ

ମୋ ମଥାପରେ

ନିଷ୍ଠୁର ସମାଜ କ'ଣ

ବୁଝିପାରେ

ଆଖି ସାମ୍ନାରୁ

ସିନା ଦୂରେଇ ଦେଇହୁଏ

ଦୂରେଇ ହୁଏ କି କାହାକୁ

ହୃଦୟରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract