STORYMIRROR

Pratiksha Dash

Romance

3  

Pratiksha Dash

Romance

"କାହିଁକି ଏ ପ୍ରେମ"

"କାହିଁକି ଏ ପ୍ରେମ"

1 min
265

କେମିତି ଉତ୍ତର ଦେବି?

ତୋ ପ୍ରଶ୍ନ "କାହିଁକି ଏ ପ୍ରେମ" ର

ପ୍ରେମ କ'ଣ କାହିଁକି ର

ଉତ୍ତର ଖୋଜି ହୁଏ?

ସେ ତ' ହଉ ହଉ ହେଇଯାଏ

ତୁ କହିପାରିବୁ କି?

କାହିଁକି?

ଚାତକ ଚାହିଁ ରହିଥାଏ

ବର୍ଷାକୁ

କଇଁ ଝୁରେ ଜହ୍ନକୁ

ନ' ଥାଏ ତ' ସେଥି

କିଛି ଆଶା,ପ୍ରତ୍ୟାଶା

କିଛି,ପାଇବାର ଅଭିଳାଷା

ତଥାପି,କାହିଁକି ??

କହିପାରିବୁ କି ତୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance