Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Mishra

Abstract

4.0  

Kailash Chandra Mishra

Abstract

ପ୍ରତୀକ୍ଷା

ପ୍ରତୀକ୍ଷା

1 min
180



ସତ କୁହ ବନ୍ଧୁ ମୋର କେଉଁଆଡେ ଗଲ ।

ବିତିଥିବା ମୁହୂର୍ତ୍ତକୁ କ'ଣ ସତେ ପଶୋରିଲ ।।


ଆମ ବନ୍ଧୁତ୍ୱର ସୀମା କ'ଣ କାଲି ଯାଏ ଥିଲା ।

ନା ସତେ ଅବା ସମୟଟା ଧୋକା ଦେଇ ଗଲା ।।


କାହିଁ ତୁମେ ଚାଲିଗଲ ନଜଣେଇ କିଛି ।

ଫେରିଆସି ଦେଖଥରେ, ମୁଁ ପ୍ରତୀକ୍ଷାରେ ଅଛି ।।


Rate this content
Log in

Similar oriya poem from Abstract