STORYMIRROR

Dr. Sagar Pradhan

Drama Romance Others

3  

Dr. Sagar Pradhan

Drama Romance Others

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
229

ବେଳେ ବେଳେ ଏଇ ମନର ବାଟ ଦେଇ
କେହିଜଣେ ଆତ୍ମାକୁ ଛୁଇଁ ଯାଏ।

ଲାଗେ ଯେମିତି ଆତ୍ମାରେ ଘର କରିି
ସବୁୁ ଦିନ ପାଇଁ ରହିଯିବ ସେ।

ହେଲେ କାହିଁକି କେଜାଣି ଦିନେ ସେ
ହଠାତ୍ ଅନେକ ଦୂରକୁ ଚାଲିିିଯାଏ।

ଏ ଆଖି ଖୋଜି ଖୋଜି
ଥକି ଗଲେବି ତାକୁ ପାଏନିି।

କାହିଁକି କେଜାଣି ଏମିତି କରେ ସେ
କଣ ପାଇଁ  ତାକୁ ଭଲ ଲାଗେ ଏମିତିି କରିବାକୁ।

ଏ ପ୍ରଶ୍ନ ଅନେକ ଥର ପଚାରିଛି ମନକୁ
ହେଲେ ଉତ୍ତର କେବେବି ଖୋଜି ପାଇନିି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama