STORYMIRROR

Jyotirmayee Naik

Inspirational

2.0  

Jyotirmayee Naik

Inspirational

ପରୋପକାର

ପରୋପକାର

1 min
327


ଜୀବନରେ ଥରେ ମାତ୍ର;

କରିକି ଦେଖ ପରୋପକାର

ମନରେ ମିଳିବ ଏତିକି ଶାନ୍ତି,

ହୃଦୟ କହିବ, ଜୀବନ ସାରା କି,

ଏମିତି କାର୍ଯ୍ୟେ; ଲିପ୍ତ ମୁଁ ଥାନ୍ତି ।।

ସଭିଏଁ ଯେବେ କରିବା ଏତିକି

ସୃଷ୍ଟି ହେବ ଏକ ନୂତନ ଶକତି

ଚାରିଆଡେ ହସ ଲହରୀ ଖେଳିବ

ସମାଜର ନିଶ୍ଚେ ମଙ୍ଗଳ ହୋଇବ ।।

ଭାବ ନାହିଁ ଆଉ, ଆରମ୍ଭ କର

ଥରେ କଲାପରେ, କର ପୁନର୍ବାର

ଆନନ୍ଦକୁ ନିଜେ ଅନୁଭବ କର

ପାରିଲେ ଅନ୍ୟକୁ ଉତ୍ସାହିତ କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational