STORYMIRROR

Jyotirmayee Naik

Others

3  

Jyotirmayee Naik

Others

ମତେ ବି heart attack ଆସିପାରେ

ମତେ ବି heart attack ଆସିପାରେ

1 min
247

ସମସ୍ତେ କୁହନ୍ତି, ମୁଁ ସର୍ବଂସହା

ସବୁ ସହିଯାଏ, ଚୁପ୍-ଚାପ୍, ଖୁସିରେ...

କିନ୍ତୁ,

ମୁଁ କଥା କୁହେ, ଅତି ଭୟଙ୍କର ରୂପରେ

ତୁମେ କୁହ ତା'କୁ, ପ୍ରାକୃତିକ ବିପର୍ଯ୍ୟୟ, କେଡ଼େ ବେପରୁଆ ଢ଼ଙ୍ଗରେ

ହେଲେ, ମନେରଖ....

ଏହି ମୋର, ଅଭିମାନ ଭରା ଉତ୍ତର

ତୁମେ ପଚାରୁଥିବା, ପ୍ରତ୍ୟେକ ନିଷ୍ଠୁର ପ୍ରଶ୍ନର,

ଏକ ନିଆରା ଢ଼ଙ୍ଗରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍