STORYMIRROR

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା-୧୩

ପ୍ରିୟା-୧୩

1 min
138


ଖ ରୁ ଆସିବେ

ଦେବକନ୍ୟା ମାନେ

ପାତାଳରୁ ନାଗକନ୍ୟା ,

ସାଗରୁ ଆସିବେ

ବରୁଣ ନନ୍ଦିନୀ 

ମର୍ତ୍ତ୍ୟର ସୁନ୍ଦରୀ ଧନ୍ୟା ।

ସୁର, ନର , ଗନ୍ଧର୍ବଙ୍କ ଦୂତ

ସବୁ ଆସି ହେବେ ଏକତ୍ରୀତ

ପ୍ରିୟା ତୁମକୁ କରିବେ ସୁସ୍ବାଗତ

ମିଶି ପିନ୍ଧେଇବେ ସ୍ବର୍ଣ୍ଣ ମୁକୁଟ

ତମେ ସୁନ୍ଦରୀଙ୍କ ଶ୍ରେଷ୍ଠ ସୁନ୍ଦରୀ

କୁହ , ଯିବକି ଗୋ ମୋତେ ପାସୋରି ?

ପ୍ରିୟା..............।

         


Rate this content
Log in

Similar oriya poem from Romance